Only for Entertainment

ଆପଣଙ୍କୁ କୋଟି କୋଟି ଟଙ୍କାର ମାଲିକ କରିଦେବ ଗୋଟିଏ ଟଙ୍କା ।

94

ପ୍ରାୟ ସମସ୍ତଙ୍କ ପର୍ସରେ କଏନ ଥାଏ । କିନ୍ତୁ ନୋଟ ତୁଳନାରେ ତାହାର ମୂଲ୍ୟ କମ ହୋଇଥାଏ । କିନ୍ତୁ କ’ଣ କେବେ ଆପଣ ଧ୍ୟାନ ରଖିଛନ୍ତିକି ଏଭଳି କିଛି କଏନ ରହିଛି ଯାହା ଆପଣଙ୍କୁ କୋଟି କୋଟି ଟଙ୍କାର ମାଲିକ କରିପାରେ । ଆଜ୍ଞା ହଁ ସେଥିପାଇଁ ରହିଛି କିଛି ନିୟମ, ଯାହାକୁ ଅନୁସରଣ କଲେ ହୁଏତ ଆପଣଙ୍କ ଭାଗ୍ୟ ବଦଳି ଯାଇପାରେ ।
ବାସ୍ତବରେ ରାଶି ଅନୁସାରେ ପର୍ସରେ କଏନ ରଖିବା ଉଚିତ ।

ମେଷ: ତମ୍ବା କଏନ
ବୃଷ: ରୂପା
ମିଥୁନ: କଂସା
କର୍କଟ: ରୂପା
ସିଂହ: ହଳଦିଆ ରଙ୍ଗ କଏନ
କନ୍ୟା: ରୂପା
ତୁଳା: ରୂପା
ବିଛା:ତମ୍ବା
ଧନୁ: ପିତ୍ତଳ
ମକର: ଲୁହା
କୁମ୍ଭ: କଂସା
ମୀନ: ସୁନା ଏବଂ ପିତ୍ତଳ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More