Only for Entertainment

ତକିଆ ତଳେ ରଖନ୍ତୁ ନାହିଁ ଏସବୁ ଜିନିଷ, ଦାମ୍ପତ୍ୟ ଜୀବନରେ ଦେଖା ଦେଇପାରେ ଏହି ସମସ୍ୟା !

117

ଶୋଇବା ସମୟରେ ଆମେ ବିଭିନ୍ନ ଜିନିଷ ତକିଆ ତଳେ ରଖି ଶୋଇପଡୁ। ବାସ୍ତୁ ଅନୁସାରେ ତକିଆ ପାଖରେ କିଛି ଜିନିଷ ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ପ୍ରଭାବ ପଡିଥାଏ। ତେବେ ଆସନ୍ତୁ ଜାଣନ୍ତୁ କେଉଁ ସବୁ ଜିନିଷ ପ୍ରଭାବରେ ଦାମ୍ପତ୍ୟ ଜୀବନରେ ପ୍ରଭାବ ପଡିଥାଏ।

ପର୍ସ : ଶୋଇବା ସମୟରେ ତକିଆ ତଳେ ପର୍ସ ରଖନ୍ତୁ ନାହିଁ କାରଣ ଲକ୍ଷ୍ମୀଙ୍କ ବାସ ଟକିଆ ତଳେ ନୁହେଁ ଆଲମାରୀରେ ରହିଥାଏ। ତେଣୁ ପର୍ସକୁ ସବୁ ସମୟରେ ଆଲମାରୀରେ ରଖନ୍ତୁ। ଏହାଦ୍ୱାରା ଖର୍ଚ୍ଚ କମିବା ସହ ଦାମ୍ପତ୍ୟ ଜୀବନରେ ଝଗଡା ହୋଇନଥାଏ।

ଔଷଧ : ବହୁଲୋକ ରାତିରେ ଔଷଧ ଖାଇବା ପରେ ତକିଆ ତଳେ ହିଁ ରଖିଥାନ୍ତି। ବାସ୍ତୁ ଅନୁସାରେ ଏହାର ସ୍ୱାସ୍ଥ୍ୟ ପ୍ରତି ଖରାପ ହୋଇଥାଏ।

ଚାବି : ଶୋଇବା ବିଝଣା ତଳେ ଚାବି ରଖିବେ ନାହିଁ। ବାସ୍ତୁ ଅନୁସାରେ ଏହାଦ୍ୱାରା ଟଙ୍କାର ଅଭାବ ଦେଖାଯାଇଥାଏ।

ଜୋତା : ଶୋଇବା ବିଝଣା ପାଖରେ ଜୋତା ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ପ୍ରଭାବ ପଡିଥାଏ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More