Only for Entertainment

ଏହି ଧମାକାଦାର କନ୍ନଡ ଫିଲ୍ମର ରିମେକ ଅକ୍ଷୟ କୁମାରଙ୍କ କପ ଡ୍ରାମା ଫିଲ୍ମ ‘ସୂର୍ଯ୍ୟବଂଶୀ’, ଜାଣନ୍ତୁ କ’ଣ ରହିଛି ନାମ

indiatoday
35

ଆପଣ ଜାଣିଥିବେ ପ୍ରଡ୍ୟୁସର କରଣ ଜୋହର ନିକଟରେ ଟ୍ୱିଟ କରି କହିଥିଲେ ଯେ. ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ କ୍ୟାଟ୍ରିନା କୈଫ ମୂଖ୍ୟ ନାୟିକା ଭୂମିକାରେ ନଜର ଆସିବେ । ଏହା ସହିତ ଫିଲ୍ମର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଫିଲ୍ମ ସିମ୍ବାରେ ଘୋଷଣା କରିଥିଲେ ଯେ ସେ ଅକ୍ଷୟଙ୍କ ସହିତ ଏକ କପ ଡ୍ରାମା ଫିଲ୍ମ ନିର୍ମାଣ କରିବେ । ଏହି ଫିଲ୍ମରେ ଅକ୍ଷୟ ଜଣେ ଏଟିଏସ ଅଫିସର ଭୂମିକାରେ ନଜର ଆସିବେ ।

Tagaru

ଫିଲ୍ମର ସୁଟିଂ ଏବେ ଆରମ୍ଭ ହୋଇସାରିଥିବା ବେଳେ ଫିଲ୍ମ କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଫିଙ୍କଭିଲ୍ଲ୍ାର ରିପୋର୍ଟ ଅନୁସାରେ ଅକ୍ଷୟଙ୍କ ଏହି ଫିଲ୍ମ ୨୦୧୮ରେ ରିଲିଜ ହୋଇଥିବା କନ୍ନଡ ଫିଲ୍ମ ‘ତଗାରୁ’ର ରିମେକ ହେବ । ଏହି ଫିଲ୍ମରେ ଶିବରାଜ କୁମାର ମୂଖ୍ୟ ଭୂମିକାରେ ନଜର ଆସିଥିଲେ ।

sooryavanshi

କହିରଖୁଛୁ ଯେ, ରୋହିତ ସେଟ୍ଟୀ ସାଉତ ପିଲ୍ମରୁ ପ୍ରେରିତ ହୋଇ ଅନେ କ ରିମେକ ଫିଲ୍ମ ନିର୍ମାମ କରିଛନ୍ତି । କିନ୍ତୁ ନିଜ ସ୍କ୍ରିପ୍ଟରେ ସେ ହିନ୍ଦୀ ଭାଷାର ଦର୍ଶକହ୍କ ପସନ୍ଦକୁ ଚାହିଁ କିଛି ପରିବର୍ତ୍ତନ କରିଥାନ୍ତି । ଦେଖାଯାଉ ଏହି ଫିଲ୍ମରେ ସେ କ’ଣ ପରିବର୍ତ୍ତନ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More