Only for Entertainment

ସ୍ତ୍ରୀ ମାନଙ୍କ ସହ ଡିନର ପାଇଁ ହୋଟେଲରେ ପହଂଚିଲେ ଅକ୍ଷୟ କୁମାର ଏବଂ ବବି ଦେଓଲ, ମିଡିଆ ସାମ୍ନାରେ ଦେଲେ ଏଭଳି ପୋଜ !

34

ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ବବି ଦେଓଲ ବିଗତ ରାତିରେ ମୁମ୍ବାଇରେ ଏକ ରେଷ୍ଟୁରାଂଟରେ ଡିନର ଡେଟରେ ସ୍ପଟ ହୋଇଥିଲେ ।

ଡିନର ଶେଷ କରି ରେଷ୍ଟୁରାଂଟ ବାହାରକୁ ଆସିବା ପରେ ସେମାନେ ବାହାରେ ଛିଡା ହୋଇଥିବା ମିଡିଆକୁ ଜବରଦସ୍ତ ପୋଜ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More