Only for Entertainment

ଦୁନିଆର ସବୁଠାରୁ ଅଧିକ ଆୟ କରୁଥିବା ଟପ ଟେନ ଆକ୍ଟର୍ସ ତାଲିକାରେ ଅକ୍ଷୟ, ଜାଣନ୍ତୁ ଗୋଟିଏ ବର୍ଷର ଆୟ

google
226

ବଲିଉଡ ଅଭିନେତା ଅକ୍ଷୟ କୁମାର ଫୋବର୍ସ ମ୍ୟାଗାଜିନର ସବୁଠାରୁ ଅଧିକ ଆୟ କରୁଥିବା ଆକ୍ଟର୍ସ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି । ଫୋବର୍ସ ଡଟ କମ ରିପୋର୍ଟ ଅନୁସାରେ ଅକ୍ଷୟ ୨୦୧୮ରୁ ୨୦୧୯ ମଧ୍ୟରେ ୬୫ କୋଟି ଡଲାର ଅର୍ଥାତ ୪୬୬.୩୩ କୋଟି ଆୟ କରି ଏହି ସ୍ଥାନରେ ରହିଛନ୍ତି ।ଅକ୍ଷୟ କୁମାରଙ୍କ ବ୍ୟତୀତ ଅନ୍ୟ କେହି ବଲିଉଡ କଳାକାରଙ୍କ ନାମ ଏଥିରେ ନାହିଁ।

ଏହି ତାଲିକାରେ ବିଶ୍ବର ସବୁଠାରୁ ଅଧିକ ଆୟ କରୁଥିବା ଆକ୍ଟର୍ସ ତାଲିକାର ଶୀର୍ଷରେ ରହିଛନ୍ତି ହଲିଉଡ ଅଭିନେତା ଇଭେନ୍ ଜନସନ୍। ସେ ୮୯.୪ ମିଲିଅନ୍ ଡଲାର ଆୟ କରିଛନ୍ତି। ଏହାର ଭାରତୀୟ ମୂଲ୍ୟ ହେଲା ୬୩୯ କୋଟି ଟଙ୍କା।

ଦେଖନ୍ତୁ ଟପ ଟେନ ଲିଷ୍ଟ

୧- ଡେଭେନ ଜନଜନ

୨- କ୍ରିସ ହେମ୍ସୱର୍ଥ

୩- ରବର୍ଟ ଡାଇନୀ ଜୁନିଅର

୪- ଅକ୍ଷୟ କୁମାର

୫- ଜ୍ୟାକି ଚେନ

୬- ବ୍ରେଡଲି କୁପର

୭- ଏଡମ ସେଣ୍ଡଲର

୮- କ୍ରିସ ଇୱାନ୍ସ

୯- ପଲ ରୁଡ

୧୦- ୱିଲ ସ୍ମିଥ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More