Only for Entertainment

ଅକ୍ଷୟ କୁମାରଙ୍କୁ ଦେଖି କ୍ରେଜି ହେଲେ ଦିଲ୍ଲୀ ଲୋକ, କାର ଛାତ ଉପରେ ଚଢି ଏଭଳି ନେଲେ ସେଲ୍ଫି ।

ndtv
37

ଅକ୍ଷୟ କୁମାର ଏବେ ଫିଲ୍ମ କେସରୀର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି କାରଣରୁ ସେ ଦିଲ୍ଲୀ ଯାଇଥିଲେ । ଯେଉଁଠାରେ ଅକ୍ଷୟଙ୍କୁ ଦେଖିବା ପାଇଁ ଭିଡ଼ ଜମିଥିଲା । ସମସ୍ତେ ଅକ୍ଷୟ କୁମାରଙ୍କ ନାରା ଲଗାଇବା ଆରମ୍ଭ କରିଦେଲେ । ଅକ୍ଷୟ ମଧ୍ୟ ଲୋକଙ୍କୁ ନିରାଶ କଲେ ନାହିଁ ଏବଂ ସିଧା ଯାଇ ବସିପଡ଼ିଲେ ଗାଡ଼ିର ଛାତ ଉପରେ । ସେ ତାଙ୍କ ଫ୍ୟାନ୍ସଙ୍କ ସହିତ ସେଲ୍ଫି ନେଲେ । ଅକ୍ଷୟଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡ଼ିଓକୁ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ମଧ୍ୟ ଶେୟାର କରିଛନ୍ତି ।

 

View this post on Instagram

 

No matter how many times in a year I come here, Delhi is always ready with a warm welcome ❤️ A big thank you from Team #Kesari ??

A post shared by Akshay Kumar (@akshaykumar) on

ଅକ୍ଷୟଙ୍କ ଏହି ଭିଡ଼ିଓକୁ ୨୦ ଲକ୍ଷରୁ ଅଧିକ ଥର ଦେଖା ସରିଛି । ସୋମବାରକୁ ଅକ୍ଷୟ ଇଂଷ୍ଟାଗ୍ରାମରେ ଏହି ଭିଡ଼ିଓ ଶେୟାର କରିଛନ୍ତି । କହିରଖୁଛୁଯେ ଅକ୍ଷୟଙ୍କଫିଲ୍ମ କେସରୀ ୨୧ ମାର୍ଚ୍ଚକୁ ସିନେମା ଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More