Only for Entertainment

ଆଲିୟାଙ୍କ ହାତରେ ଲାଗିଲା ଜ୍ୟାକପଟ ।

bollywood tadka
42

ଆଲିୟା ଭଟ୍ଟ ଫିଲ୍ମ ସହିତ ଅଫେୟରକୁ ନେଇ ମଧ୍ୟ ଏବେ ଚର୍ଚ୍ଚାରେ ଅଛନ୍ତି । ଆଗାମୀ ଦିନରେ ସେ ଫିଲ୍ମ କଳଙ୍କ ଏବଂ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଏହା ସହିତ ସେ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ଈଶାଅଲ୍ଲାହରେ ମଧ୍ୟ ନଜର ଆସିବେ ।

ଏହା ସହିତ ଆଲିୟା ଏସଏସ ରାଜମୌଲିଙ୍କ ଆରଆରଆରରେ ମଧ୍ୟ ନଜର ଆସିବେ । ତେବେ ଏହା ଏକ ତେଲୁଗୁ ଫିଲ୍ମ । ତେଣୁ କୌଣସି ନୂଆ ଉଦ୍ୟୋଗରେ କାମ କରିବା କଷ୍ଟ ବୋଲି କହିଛନ୍ତି ଅଭିନେତ୍ରୀ ।

କେବଳ ଟଲିଉଡ ନୁହେଁ ହଲିଉଡରେ ମଧ୍ୟ ପ୍ରବେଶ କରିବେ ବୋଲି ଆଶା ରଖିଛନ୍ତି ଆଲିୟା । ତେବେ ନୂଆ ଉଦ୍ୟୋଗ ହେଲେ ମଧ୍ୟ ଟଲିଉଡରେ କାମ କରିବେ ଆଲିୟା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More