Only for Entertainment

୪୨ବର୍ଷ ବୟସରେ ବିକିନି ପିନ୍ଧି ଟାଟୁ ଦେଖାଇଲେ ଅମୀଷା ପଟେଲ, ସୋସିଆଲ ମିଡିଆରେ ଲଗାଇଲେ ହଟନେସର ତଡ଼କା ।

bollywood tadka
65

ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ଗତ କିଛି ଦିନ ହେବ ଲାଇମଲାଇଟକୁ ଆସିବାପରେ ଚର୍ଚ୍ଚାରେ ରହୁଛନ୍ତି । ଅବଶ୍ୟ କେତେ ଥର ଟ୍ରୋଲର୍ସଙ୍କ ଶୀକାର ମଧ୍ୟ ହୋଇଛନ୍ତି ଏବଂ ବଲିଉଡ ଆକ୍ଟର ମାନେ ଟ୍ରୋଲର୍ସଙ୍କ ଶୀକାର ହେବା କିଛି ନୂଆ କଥା ନୁହେଁ । କିନ୍ତୁ ଟ୍ରୋଲର୍ସଙ୍କ କଥାକୁ ନଜର ଅନ୍ଦାଜ କରି ନିକଟରେ ଅମୀଷା ସୋସିଆଲ ମିଡିଆରେ ଏକ ବୋଲ୍ଡ ଫଟୋ ଶେୟାର କରିଛନ୍ତି ।

ବ୍ଲାକ ବିକିନରେ ଟାଟୁ କରିଥିବାର ନଜର ଆସିଛନ୍ତି ଏହି ବଲିଉଡ ନାୟିକା । କହିରଖୁଛୁଯେ ହ୍ରିତିକ ରୋଶନଙ୍କ ସହିତ କହୋ ନା ପ୍ୟାର ହୈରେ ବଲିଉଡରେ ଡେବ୍ୟୁ କରିଥିବା ଅମୀଷା ଲାଇମଲାଇଟରୁ ନିଜର ବ୍ୟକ୍ତିଗତ ସମସ୍ୟା ପାଇଁ ଦୂରେଇ ଯାଇଥିଲେ । ନିକଟରେ ସେ ସନି ଦେଓଲଙ୍କ ସହିତ ଭେୟା ଜୀ ସୁପରହିଟରେ ନଜର ଆସିଥିଲେ । ଫିଲ୍ମ ଗଦରରେ ଦୁଇଜଣଙ୍କ ଯୋଡ଼ିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

ଫିଲ୍ମରେ ନଜର ନଆସିଲେ ମଧ୍ୟ ସୋସିଆଲ ମିଡିଆରେ ଅମୀଷାଙ୍କ ଫ୍ୟାନ ଫଲୋଇଙ୍ଗ କିଛି କମ ନୁହେଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More