Only for Entertainment

ଅନନ୍ୟା ପାଣ୍ଡେ ସୋନାକ୍ଷୀ ସିହ୍ନାଙ୍କ ସହିତ କଲେ ଜୋରଦାର ଡ୍ୟାନ୍ସ, ଦେଖନ୍ତୁ ଭିଡ଼ିଓ ।

ndtv
30

ଫିଲ୍ମ ‘ଷ୍ଟୁଡେଂଟ ଅଫ ଦ ଇୟର ଟୁ’ରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ । ଯେଉଁ କାରଣରୁ ସମସ୍ତଙ୍କ ନଜର ରହିଛି ଅନନ୍ୟାଙ୍କ ଉପରେ । ତେବେ ତାଙ୍କର ଏହି ଫିଲ୍ମର ଟ୍ରେଲରକୁ ଖୁବ ପସନ୍ଦ କରାଯାଉଛି । କିନ୍ତୁ ଅନନ୍ୟା ପାଣ୍ଡେଙ୍କର ଏକ ଡ୍ୟାନ୍ସ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି, ଅବଶ୍ୟ ତାହା କୌଣସି ଫିଲ୍ମର ନୁହେଁ ବରଂ ଏକ ପାର୍ଟିର । ତେବେ ଏହି ଭିଡ଼ିଓ ଡିଜାଇନର ମନୀଷ ମଲହୋତ୍ରାଙ୍କ ପାର୍ଟିର । ତାଙ୍କ ସହିତ ସୋନାକ୍ଷୀ ସିହ୍ନା ଏବଂ କିୟାରା ଆଡ଼ବାଣି ମଧ୍ୟ ନଜର ଆସିଛନ୍ତି ।

 

View this post on Instagram

 

طلبو من انانيا تحمل الكاميرا و تصور? . . they Demand from Annie took a picture ❤ @ananyapanday

A post shared by ANANYA PANDAY ARAB FAN CLUB ❤ (@ananyapandey.arabfc) on

ସୋନାକ୍ଷୀ ଏବଂ କିୟାରା ଆଡ଼ବାଣିଙ୍କ ସହିତ ଅନନ୍ୟା ପାଣ୍ଡେ ଫିଲ୍ମ କଳଙ୍କର ଗୀତ ଫଷ୍ଟ କ୍ଲାସରେ ଡ୍ୟାନ୍ସ କରୁଥିବାର ନଜର ଆସିଛି । ଏହି ଗୀତରେ ସମସ୍ତେ ଖୁବ ମସ୍ତୀ କରୁଛନ୍ତି । ତେବେ ଏହା ନିହାତି ଭାବରେ ସମସ୍ତେ ଜାଣନ୍ତିଯେ ଅନନ୍ୟା ପାଣ୍ଡେ ଫିଲ୍ମ ରିଲିଜ ହେବା ପୂର୍ବରୁ ଷ୍ଟାର ହୋଇ ସାରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଜବରଦସ୍ତଫ୍ୟାନ ଫଲୋଇଙ୍ଗ ମଧ୍ୟ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More