Only for Entertainment

ୱାନ ଡେ’ର ଟ୍ରେଲର ରିଲିଜ ।

bollywood tadka
42

ବଲିଉଡ ଆକ୍ଟର ଅନୁପମ ଖେର ଏବେ ତାଙ୍କ ଅପକମିଂ ଫିଲ୍ମ ୱାନ ଡେ’କୁ ନେଇ ବ୍ୟସ୍ତ ଅଛନ୍ତି । ନିର୍ଦ୍ଦେଶକ ଅଶୋକ ନନ୍ଦାଙ୍କ ଏହି ଫିଲ୍ମରେ ଈଶା ଗୁପ୍ତା ମଧ୍ୟ ନଜର ଆସିବେ । ଫିଲ୍ମ ୧ ଜୁନକୁ ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି । ଅନୁପମ ଖେର ତାଙ୍କର ଏହି ଅପକମିଂ ଫିଲ୍ମକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି । ତାଙ୍କ କହିବା ଅନୁସାରେ ସେ କେବେ ମଧ୍ୟ ଫିଲ୍ମରେ କାମ କରିବା ବନ୍ଦ କରିବେ ନାହିଁ । ଏହା ସହିତ କାମକୁ ନେଇ ସବୁବେଳେ ଉତ୍ସାହିତ ରହିବା ଆବଶ୍ୟକ ବୋଲି ମଧ୍ୟ କହିଛନ୍ତି ଅଭିନେତା ।

ଅନୁପମ ଏହା ମଧ୍ୟ କହିଛନ୍ତିଯେ ସେ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଏହି କାମ କରିବେ । କହିରଖୁଛୁଯେ ଅନୁପମ ଖେର ବଲିଉଡରେ ତାଙ୍କର ୩୫ ବର୍ଷର କ୍ୟାରିଅର ବିତାଇ ସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More