ସୋସିଆଲ ମିଡିଆରେ ଭାଇରାଲ ହେଲା ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଭିଡିଓ ।
ଇଂଟରନେଟ୍ ସେନ୍ସେସନ୍ ଅର୍ଚ୍ଚିତାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁଥିରେ ତାଙ୍କ ଡ୍ୟାନ୍ସ ପ୍ରାକ୍ଟିସ୍ ଦେଖିବାକୁ ମିଳିଥିଲା । ପ୍ରଶଂସକ ମାନେ ଏହି ଭିଡିଓକୁ ଖୁବ ପରିମାଣରେ ସେୟାର କରିଛନ୍ତି ।

A post shared by Archita Sahu (@architaworld) on