Only for Entertainment

ଅସୀମା ପଣ୍ଡା ଓ ସବିଶେଷ ମିଶ୍ରଙ୍କ ଗାୟକୀରେ ନୂଆ ମ୍ୟୁଜିକ ଭିଡିଓ ‘ପ୍ରେମ ତୋର ବେସରମ’ ଷ୍ଟୁଡିଓ ଭର୍ସନ ।

37

ଓଲିଉଡ ସିନେମାର ସମୁଧର ଗୀତ ମଧ୍ୟରେ ନିଜ ସ୍ୱତନ୍ତ୍ରତା ବଜାୟ ରଖିଛି ମ୍ୟୁଜିକ ଭିଡିଓ । ରୋମାଟିଂକ ହେଉ ଅଥବା ସ୍ୟାଡ ସଙ୍ଗ । ମ୍ୟୁଜିକ ଭିଡିଓ ଚାହିଦା ବଜାୟ ରହିଛି । ଏବେ ଆସିଛି ନୂଆ ମ୍ୟୁଜିକ ଭିଡିଓ ପ୍ରେମ ତୋର ବେସରମ । ୟୁଟ୍ୟୁବରେ ଏହାର ଷ୍ଟୁଡିଓ ଭର୍ସନ ରିଲିଜ ହୋଇଛି ।

ଆସିଛି ନୂଆ ମ୍ୟୁଜିକ ଭିଡିଓ ‘ପ୍ରେମ ତୋର ବେସରମ’ । ରାଘବୀ ମିଡିଆ ଦ୍ୱାରା ପ୍ରସ୍ତୁତ ଏହି ରୋମାଟିଂକ ମ୍ୟୁଜିକ ଭିଡିଓରେ ଅସୀମା ପଣ୍ଡା ଓ ସବିଶେଷ ମିଶ୍ରଙ୍କ ଗାୟକୀ ରହିଛି । ପୁଷ୍କକ ପରିଡାଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ପ୍ରଦୀପ ରଥ । । ୟୁଟ୍ୟୁବରେ ଏହାର ଷ୍ଟୁଡିଓ ଭର୍ସନ ରିଲିଜ ହୋଇଛି । ଗୀତକୁ ମିଳୁଛି ଶ୍ରୋତାଙ୍କ ଭଲ ପାଇବା । ଆଗକୁ ପ୍ରଡକ୍ସନ ହାଉସ ଏହାର ଭିଡିଓ ରିଲିଜ କରିବାକୁ ଯାଉଛନ୍ତି ଓଲିଉଡ ସିନେମାର ସମୁଧର ଗୀତ ମଧ୍ୟରେ ନିଜ ସ୍ୱତନ୍ତ୍ରତା ବଜାୟ ରଖିଛି ମ୍ୟୁଜିକ ଭିଡିଓ । ରୋମାଟିଂକ ହେଉ ଅଥବା ସ୍ୟାଡ ସଙ୍ଗ । ମ୍ୟୁଜିକ ଭିଡିଓ ଚାହିଦା ବଜାୟ ରହିଛି । ଏବେ ରିଲିଜ ନୂଆ ମ୍ୟୁଜିକ ଭିଡିଓ ପ୍ରେମ ତୋର ବେସରମ ମଧ୍ୟ ଶ୍ରୋତାଙ୍କ ମନକୁ ଛୁଇଁବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More