Only for Entertainment

ଗୋଟିଏ ଦିନରେ ରିଲିଜ ହେଲା ଦୁଇ ଦୁଇଟି ଓଡ଼ିଆ ଫିଲ୍ମ, ‘ବାଳ’ ଫିଲ୍ମକୁ ମାଗଣାରେ ଦେଖିବେ ଦର୍ଶକ

61

ଗତ କିଛି ଦିନ ହେବ ଜୋରଦାର ଚାଲିଥିଲା ଦୁଇଟି ଫିଲ୍ମର ସୁଟିଂ । ସେଥିରୁ ଗୋଟିଏର ନାମ ‘ବାଳ’ ଏବଂ ଅନ୍ୟଟି ‘ ଫ୍ରମ ମି ଟୁ ୟୁ’ । ପୂଜା ବଜାରକୁ ଗରମ କରିଥିଲା ଫିଲ୍ମର ଟ୍ରେଲର ଆଉ ଗୀତ । ବହୁ ପ୍ରତିକ୍ଷୀତ ଏହି ଦୁଇଟି ଫିଲ୍ମ ଏବେ ବଜାରକୁ ଆସିଛି ।

ଆଜ୍ଞା ହଁ ଫିଲ୍ମ ବାଳରେ ଚନ୍ଦା ବ୍ୟକ୍ତିଙ୍କ କାହାଣୀ ଦେଖିବାକୁ ମିଳିବ । ଏବଂ ଅନ୍ୟ ପକ୍ଷରେ ଫ୍ରମ ମି ଟୁ ୟୁ ଏକ ରୋମାଂଟିକ କାହାଣୀ ଉପରେ ଆଧାରିତ । ଫ୍ରମ ମି ଟୁୟୁ’ରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅମ୍ଳାନ, ଶ୍ରଦ୍ଧା, ଜ୍ୟୋତି ଏବଂ ବିଜୟ ମହାନ୍ତି, ସ୍ନିଗ୍ଧା ମହାନ୍ତି, ପ୍ରଜ୍ଞାନ ଓ ପିଂଟୁ ନନ୍ଦ ।

 

ସବୁଠାରୁ ଖାସ କଥା ହେଉଛି ଚନ୍ଦା ବ୍ୟକ୍ତିଙ୍କ ପାଇଁ ଫିଲ୍ମ ବାଳ ସଂପୂର୍ଣ୍ଣ ମାଗଣା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More