Only for Entertainment

ଶେଷ ହେଲା ଭୂମି ପେଡ଼ନେକରଙ୍କ ‘ଡଲି କିଟି ଔର ୱୋ ଚମକତେ ସିତାରେଁ’ ।

Ani
39

ବଲିଉଡ ଦିବା ଭୂମି ପେଡନେକର ଅଳଙ୍କ୍ରିତ ଶ୍ରୀବାତ୍ସବଙ୍କ ନିର୍ଦ୍ଦେଶିତ ‘ଡଲି କିଟି ଔର ୱୋ ଚମକତେ ସିତାରେଁ’ର ସେକେଣ୍ଡ ସିଡ୍ୟୁଲ ଶେଷ କରି ସାରିଛନ୍ତି ।

ଲଷ୍ଟ ଷ୍ଟୋରିଜର ଏହି ଅଭିନେତ୍ରୀ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଫଟୋ ଶେୟାର କରି ଉତ୍ସାହକୁ ଦେଖାଇଛନ୍ତି ।ଯେଉଁଥିରେ ସେ ଫିଲ୍ମର କ୍ଲାପବୋର୍ଡ଼କୁ ଧରିଥିବାର ନଜର ଆସିଛନ୍ତି ।ତେବେ ଏହା ନୂଆ ନୁହେଁ ବରଂ ଏହା ପୂର୍ବରୁ ମଧ୍ୟ ଭୂମି ସବୁବେଳେ ତାଙ୍କ ଫିଲ୍ମର ଫଟୋକୁ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହିତ ଶେୟାର କରନ୍ତି ।ଏହି ମହିଳା କୈନ୍ଦ୍ରିକ ଫିଲ୍ମରେ ଭୂମି ପେଡନେକରଙ୍କ ବ୍ୟତୀତ କୋଙ୍କଣ ସେନ ଶର୍ମା ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବ ।ତେବେ ଫିଲ୍ମକୁ ପ୍ରଡ୍ୟୁସ କରିଛନ୍ତି ଶୋଭା କପୁର ଏବଂ ଏକତା କପୁର ।ତେବେ ଫିଲ୍ମ ୨୦୧୯ରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More