Only for Entertainment

ଏହିଭଳି ରକ୍ଷାବନ୍ଧନ ପାଳନ କରୁଛନ୍ତି ଆପଣଙ୍କ ପ୍ରିୟ ତାରକା

bollywood tadka
133

କେବଳ ସାଧାରଣ ଲୋକ ନୁହଁନ୍ତି ବରଂ ବଲିଉଡ ତାରକା ମଧ୍ୟ ଆଜି ରକ୍ଷାବନ୍ଧନକୁ ଖୁବ ଧୁମଧାମରେ ପାଳନ କରୁଛନ୍ତି । ସମସ୍ତେ ଭାଇ ଭଉଣୀଙ୍କ ସହିତ ଫଟୋ ମଧ୍ୟ ଶେୟାର କରୁଛନ୍ତି । ଆଜି ଆମେ ସେହିଭଳି କିଛି ବଲିଉଡ ସେଲିବ୍ରେଟୀଙ୍କ ପୁରୁଣା ଫଟୋ ଆପଣଙ୍କୁ ଦେଖାଇବୁ ।

ପ୍ରିୟଙ୍କା ଚୋପ୍ରା-ସିଦ୍ଧାର୍ଥ ଚୋପ୍ରା

ସାରା ଅଲି ଖାନ-ଇବ୍ରାହିମ

ତୈମୁର- ଇନାୟା

ସଲମାନ-ଅର୍ପିତା-ରାକ୍ଷୀ

ଏକତା-ତୁଷାର

ଅର୍ଜୁନ-ଅଂଶୁଳା

ସୈଫ-ସୋହା

ଆମୀର

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More