Only for Entertainment

ରଣବୀର କପୂରଙ୍କୁ ବ୍ୟାକଟେରିଆ ସହ ତୂଳନା କଲେ ଦୀପିକା , ଏଭଳି ଜବାବ ଦେଲେ ଅଭିନେତା !

149

ଅଭିନେତ୍ରୀ ଏବଂ ଏକ୍ସ କପଲ ଦୀପିକା ଏବଂ ରଣବୀର କପୂର ପୁଣିଥରେ ଏକାସହ ନଜର ଆସିଛନ୍ତି । ବହୁ ଦିନ ପରେ ଫ୍ୟାନ୍ସମାନେ ଦୁହିଁଙ୍କୁ ଏକାଠି ଦେଖିବାକୁ ପାଇଛନ୍ତି । ନିକଟରେ ଦୁହେଁ ଏକ ବିଜ୍ଞାପନ ସୁଟ କରିଛନ୍ତି । ରଙ୍ଗ କମ୍ପାନୀ ପାଇଁ ସୁଟ କରିଥିବା ବିଜ୍ଞାପନରେ ଦୁହିଁଙ୍କ ମଧ୍ୟରେ ମଜାଦାର କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହି ବିଜ୍ଞାପନ ପପୁଲାର ନିର୍ଦ୍ଦେଶକ ବିବେକ କକ୍କଡ ଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି ।

ବିଜ୍ଞାପନ ଆରମ୍ଭରେ ରଣବୀର, ଦୀପିକାଙ୍କ ସହ ଫୋନରେ କଥା ହେଉଥିବାର ନଜର ଆସିଛନ୍ତି ଏବଂ ତାଙ୍କୁ ପାର୍ଟିରେ ସ୍ୱାଗତ ନ କରାଯାଇଥିବାରୁ ରଣବୀର ଅଭିଯୋଗ କରିଛନ୍ତି ।

ତେବେ ଏହି ବିଜ୍ଞାପନରେ ଦୀପିକା ରଣବୀରଙ୍କୁ ବ୍ୟାକଟେରିଆ ବୋଲି କହିଛନ୍ତି । ଆଗକୁ କ’ଣ ହୋଇଛି ଜାଣିବାକୁ ଚାହୁଁଥିଲେ ତେବେ ଦେଖନ୍ତୁ ଏହି ବିଜ୍ଞାପନ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More