Only for Entertainment

ନୂଆ ବର୍ଷରେ ରିଲିଜ ହେଲା ସର୍ଟ ଷ୍ଟୋରୀ ‘ଧନରେ….. ହାପି ନିୟୁ ଇଅର’, ଦେଖନ୍ତୁ

436

ନୂଆ ବର୍ଷରେ ଅନେକ କିଛି ମ୍ୟୁଜିକ ଭିଡିଓ, ଫିଲ୍ମ, ୱେବ ସିରିଜ ରିଲିଜ ହୋଇଛି । ସେହିପରି ୟ୍ୟୁଟୁବ ଚ୍ୟାନେଲ ଡିଏନଡି କ୍ରିଏଶନରେ ନୂଆ ବର୍ଷ ଉପଲକ୍ଷେ ରିଲିଜ ହୋଇଛି ଏକ କମେଡି ସର୍ଟ ଷ୍ଟୋରୀ ‘ଧନରେ….. ହାପି ନିୟୁ ଇଅର’ । ନାଁ ଯେପରି ମଜାଦାର ହୋଇଛି ସେମିତି ଷ୍ଟୋରିଟି କମେଡିରେ ଭରପୁର ହୋଇଛି । ଏହାକୁ ନିର୍ଦ୍ଧେଶନା ଦେବାନନ୍ଦ ପାତ୍ର ଦେଇଛନ୍ତି ଓ ଏଥିରେ କଳାକାର ଭାବେ ସୁଦୀପ୍ତା କର, ଶଶୀକାନ୍ତ, ସରୋଜ ଶତପଥୀ, ପ୍ରଣବ ଓ ରାକେଶ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

କାହାଣୀଟି ଏପରି ହୋଇଛି କି, ଶୀତୁଆ ପାଗରେ ଗାଧେଇବାର କଷ୍ଟ ଓ ପ୍ରେମିକା ପାଇଁ ପାଣିକୁ ଡେଇଁବାର ଦୃଶ୍ୟ ଭାରି ରୋମାଞ୍ଚକ ଭାବେ ଦେଖା ଯାଇଛି । କଇଁ ପ୍ରେମରେ ପାଗଳ ହୋଇ ୨ଟି ଯୁବକ ହତାସ ହୋଇଥିବା ଦେଖିବାକୁ ମିଳିଛି । ନୂଆ କଳାକାର ଓ କିଛି ପୁରୁଣା କଳାକାରଙ୍କୁ ନେଇ ଏହା ପ୍ରସ୍ତୁତ କରାଯାଇଛି । ଯୁବ ପିଢିକୁ ଏହା ଖୁବ ପସନ୍ଦ ଆସିବ ବୋଲି କ୍ରିୟୁ ମେମ୍ବର ଆଶା ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More