Only for Entertainment

ସପନାଙ୍କ ନୂଆ ଫିଲ୍ମର ଟ୍ରେଲର ରିଲିଜ, ଆକ୍ସନ ଭୂମିକାରେ ଆସିବେ ନଜର !

43

ସପନା ଚୌଧୁରୀଙ୍କ ଅପକମିଂ ଫିଲ୍ମ ‘ଦିଲ ଦୋସ୍ତିକେ ସାଇଡ ଇଫେକ୍ଟ’ର ଟ୍ରେଲର ରିଲିଜ ହୋଇଛି । ଭିଡିଓରେ ସପନା ଜଣେ ଆଇପିଏସ ଅଫିସର ଭାବେ ନଜର ଆସିଛନ୍ତି । ପ୍ରଥମ ଥର ଏଭଳି ଆକ୍ସନ ପ୍ଲେ କରିବେ ୭୦୦ଏମଏମ ପରଦାରେ ନଜର ଆସିବେ ସପ୍ନା । ଫିଲ୍ମରେ ସପନାଙ୍କ ବ୍ୟତୀତ ବିକ୍ରାନ୍ତ ଆନନ୍ଦ, ଜୁବୈର କେ ଖାନ , ଅଂଜୁ ଯାଦବ, ନୀଲ ମୋଟବାନୀ ଏବଂ ସାଇ ଭଲାଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ୪ଜଣ ବନ୍ଧୁଙ୍କ କାହାଣୀ ଅଟେ ଯାହା କଲେଜ ସମୟରେ ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜର କ୍ୟାରିୟର ବନାଇବା ପାଇଁ ସ୍ୱପ୍ନ ଦେଖୁଥିଲେ ଏବଂ ସମୟ ସହ ଅଲଗା ହୋଇଯାଉଛନ୍ତି ।

ଫିଲ୍ମଟିକୁ ପ୍ରଡ୍ୟୁସ କରିଛନ୍ତି ଜୋୟଲ ଡାନିୟଲ ଏବଂ ଏହାର କାହାଣୀ ଲେଖିଛନ୍ତି ରାନୀ ଡାନିୟଲ । ଟ୍ରେଲରକୁ ଜିମ୍ୟୁଜିକ କମ୍ପାନୀ ଭେରିଫାଇଡ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରିଛନ୍ତି । ଏହା ଅପଲୋଡ ହେଉହେଉ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More