ବନ୍ଦ ହେବାକୁ ଯାଉଛି ଏକତା କପୁରଙ୍କ ଧାରାବାହିକ ‘ନାଗିନ’?
କର୍ଲସରେ ପ୍ରସାରିତ ଏକତା କପୁରଙ୍କ ଧାରାବାହିକ ନାଗିନ ଥ୍ରିର ତୃତୀୟ ସିଜନ ଚାଲିଛି । ପ୍ରଥମ ଦୁଇ ସିଜନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ ଏହି ସିଜନକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଖବର ଅନୁସାରେ ଏହି ଶୋ’କୁ ରିପ୍ଲେସ କରିବାକୁ ନୂଆ ଶୋ ପ୍ରସ୍ୁତ ହୋଇ ସାରିଲାଣି । ରିପୋର୍ଟ ଅନୁସାରେ ବିବେକ ଦହିୟାଙ୍କ ଶୋ କବଜ ଟୁ ଏହି ଶୋ’କୁ ରିପ୍ଲେସ କରିବ ।
View this post on Instagram
Are we ready for the #Tashaaannn #Naagin3 Watch the madness this weekend only on @colorstv
କହିରଖୁଛୁଯେ ପ୍ରଥମ ସିଜନ ୨୦୧୫ରେ ଆରମ୍ଭ ହୋଇଥିଲା । ଫ୍ୟାନ୍ସ ଏହି ଶୋ’କୁ ଜବରଦସ୍ତ ରେସପନ୍ସ ଦେଇଛନ୍ତି । ଏହି କାରଣରୁ ଏହା କେତେକ ସିଜନ ଆସିଛି । ଖୁବ ଲୋକପ୍ରିୟତା ମିଳିଛି ଏହି ଶୋ’କୁ ।