Only for Entertainment

ନୋରା ଫତେହିଙ୍କ ସୁପରହିଟ ଗୀତ ‘ଦିଲବର’ର ଏବେ ଆସିବ ଆରବୀ ଭର୍ସନ, ସୁଟିଂ ସେଟରୁ ସାମ୍ନାକୁ ଆସିଲା ଫଟୋ !

bollywoodlife
28

ଅଗଷ୍ଟ ୧୫ରେ ରିଲିଜ ହୋଇଥିବା ଜନ ଅବ୍ରାହାମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ’ର ସୁପରହିଟ ଗୀତ ‘ଦିଲବର’ର ଆରବୀ ଭର୍ସନ ମଧ୍ୟ ପ୍ରସ୍ତୁତ ହେବ । ଏକ ରିପୋର୍ଟ ମୁତାବକ ସୁଟିଂ ସେଟରୁ ଏହି ଗୀତର ଏକ ଫଟୋ ସାମ୍ନାକୁ ଆସିଛି । ଏହି ଗୀତର ସୁଟିଂରେ ନୋରା ଫତେହିଙ୍କ ଅନ୍ଦାଜ ଭିନ୍ନ ରହିଛି । ନୋରା ଏକ ଭାରତୀୟ ଲୁକରେ ନଜର ଆସିଛନ୍ତି ।

ଏଠାରେ ଆମେ କହି ରୁଖୁଛୁ ଯେ ଜନଙ୍କ ଏହି ଫିଲ୍ମରେ ନୋରା ଫତେହିଙ୍କ ଦିଲବର ଗୀତ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା । ଏହା ୧୯୯୯ରେ ରିଲିଜ ହୋଇଥିବା ‘ସିର୍ଫ ତୁମ’ ଫିଲ୍ମ ଗୀତର ରିମେକ ଅଟେ ଏବଂ ଏଥିରେ ସୁଷ୍ମିତା ସେନ ଓ ସଂଜୟ କପୂର ନଜର ଆସିଥିଲେ । ନୋରା ଫତେହିଙ୍କ ଏହି ଗୀତ ଏତେମାତ୍ରାର ସମସ୍ତଙ୍କୁ ପସନ୍ଦ ଆସିଥିଲା ଯେ ତାଙ୍କୁ ଏହା ପରେ ସ୍ତ୍ରୀ ଫିଲ୍ମର ଏକ ଗୀତରେ ସାମିଲ କରାଯାଇଥିଲା । ଏହାପରେ ପରେ ତାଙ୍କୁ ସଲମାନଙ୍କ ଫିଲ୍ମ ଭାରତ ପାଇଁ ମଧ୍ୟ ସାଇନ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More