Only for Entertainment

ନେହା କକ୍କର ଏବଂ ହିମାନ୍ସ କୋହଲିଙ୍କ ବ୍ରେକଅପ ! ଏହା ହେଉଛି ପ୍ରମାଣ

BollywoodShaadis
77

ପପୁଲାର ସିଙ୍ଗର ନେହା କକ୍କରଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ତାଙ୍କର ପର୍ସନାଲ ଲାଇଫରୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇସାରିଛି । କିଛି ଦିନରୁ ନେହା ଏବଂ ହିମାନ୍ସ କୋହଲିଙ୍କ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ଖାସ କରି ଇଣ୍ଡିଆନ ଆଇଡଲ ମଞ୍ଚରେ ଦୁହେଁ ନିଜ ସମ୍ପର୍କକୁ ସ୍ୱିକାର କରିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା । ଏପରିକି ସୋସିଆଲ ମିଡିଆରେେ ମଧ୍ୟ ଦୁହେଁ ଅନେକ ଫଟୋ ସେୟାର ମଧ୍ୟ କରିଛନ୍ତି । କିନ୍ତୁ ଏହି ଲଭ ଷ୍ଟୋରୀରେ ଏବେ ଟ୍ୱିଷ୍ଟ ହେଖିବାକୁ ମିଳିଛି ।

himansh and neha

ଆଜ୍ଞା ହଁ, ଏହା ଆମେ ଏଥିପାଇଁ କହୁଛୁ ଯେ, ନେହା ଏବଂ ହିମାନ୍ସ କୋହଲି ପରସ୍ପରକୁ ଇଂଷ୍ଟାଗ୍ରାମରେ ଅନଫଲୋ କରିଛନ୍ତି । ଏଥିରୁ ଜଣାପଡୁଛି ଯେ ଦୁହିଁଙ୍କ ସମ୍ପର୍କରେ ଏବେ ଫାଟ ଦେଖାଦେଇଛି । ତେବେ ଏହି ଖବର ନେହା ଏବଂ ହିମାନ୍ସଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More