Only for Entertainment

ଦୀପିବୀର ୱେଡିଂ : ଇଟାଲୀର ଲେକ କୋମୋରେ ଆରମ୍ଭ ହେଲା ବିବାହ ପ୍ରସ୍ତୁତି, ସାମ୍ନାକୁ ଆସିଲା ପ୍ରଥମ ଫଟୋ ।

DNA India
28

ଯେବେଠାରୁ ଦୀପିକା ଏବଂ ରଣବୀର ନିଜ ବିବାହ ବିଷୟରେ ଘୋଷଣା କରିଛନ୍ତି ସେବେଠାରୁ ତାଙ୍କ ଫ୍ୟାନ୍ସଙ୍କର ଖୁସିର ଠିକଣା ନାହିଁ । ଆପଣଙ୍କୁ ତ ଆମେ କହିଥିଲୁ ଦୀପିକା ଏବଂ ରଣବୀର ବିବାହ ପାଇଁ ଇଟାଲୀରେ ଯାଇଛନ୍ତି । ଦୁହେଁ ୧୪ ଏବଂ ୧୫ ନଭେମ୍ବରରେ ସାଉଥ ଇଣ୍ଡିଆନ ଏବଂ ସିନ୍ଧୀ ପରମ୍ପରାରେ ବିବାହ କରିବେ ।

ଦୀପିକା ଏବଂ ଣବୀରଙ୍କ ବିବାହର ସୁବୁ ରିତି ନିତି ଇଟାଲୀର ଲେକ କୋମୋ ସ୍ଥିତ ୱିଲ ବେଲାବିୟାନେଲୋରେ ଅନୁଷ୍ଠିତ ହେବ । ଆପଣଙ୍କୁ କହିରଖୁଛୁ ଯେ, ଲେକ କୋମୋରେ ଦୀପବୀରଙ୍କ ବିବାହ ପ୍ରସ୍ତୁତି ଜୋର ସୋରରେ ଆରମ୍ଭ ହୋଇସାରିଛି । ନିକଟରେ ଦୀପବୀରଙ୍କ ୱେଡିଂ ଭେନ୍ୟୁର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଫଟୋରେ ବିବାହ କାର୍ଯ୍ୟ ପାଇଁ ପ୍ରସ୍ତିତି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।

 

ନିକଟରେ ଦୀପିକା ଏବଂ ରଣବୀର ସଂଜୟ ଲୀଲା ଭଂସାଲୀ ଏବଂ ଫରାହ ଖାନଙ୍କୁ ବିବାହ ନିମନ୍ତ୍ରଣ ଦେବାକୁ ଯାଇଥିଲେ । ଏଥିରୁ ଅନୁମାନ କରାଯାଇପାରେ ଯେ, ଦୀପବୀରଙ୍କ ବିବାହରେ ବଲିଉଢ ତରଫରୁ କେବଳ ଭଂସାଲୀ ଏବଂ ଫରାହ ଯୋଗ ଦେଇପାରନ୍ତି । ହୋ ମଧ୍ୟ ଶୁଣିବାକୁ ମିଳୁଛି ଯେ, ଫିଲ୍ମ ମେକର କରଣ ଜୋହର ମଧ୍ୟ ଏହି ବିବାହରେ ସାମିଲ ହୋଇପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More