Only for Entertainment

ଫଟୋ ସେୟାର କରି ସୋସିଆଲ ମିଡିଆରେ ସ୍ୱାମୀ ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଜେନେଲିଆ ଡିସୁଜା !

31

ବଲିଉଡ ଅଭିନେତା ରିତେଶ ଦେଶମୂଖଙ୍କର ଆଜି ୪୦ତମ ଜନ୍ମ ଦିବସ । ନିକଟରେ ପତ୍ନୀ ଜେନିଲିଆ ପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଜେନିଲିଆ ସୋସିଆଲ ମିଡିଆରେ ଏକ ସେଲ୍ଫି ସେୟାର କରିଛନ୍ତି, ଯେଉଁଥିରେ ସ୍ୱାମୀ ସ୍ତ୍ରୀ ଦୁହେଁ ନଜର ଆସୁଛନ୍ତି ।

ଫଟୋ ସେୟାର କରି ଜେନିଲିଆ ଏକ ଲମ୍ବା ପୋଷ୍ଟ ଜରିଆରେ ଜଣାଇଛନ୍ତି ଜନ୍ମ ଦିନ ଶୁଭେଚ୍ଛା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More