Only for Entertainment

Happy birthday Ishaan Khatter : ପରିବାର ସହିତ ଜନ୍ମଦିନ ପାଳନ କଲେ ଇଶାନ , ଜାହ୍ନବୀ ମଧ୍ୟ ଥିଲେ ସାମିଲ, ଦେଖନ୍ତୁ ଫଟୋ ଏବଂ ଭିଡିଓ…

bollywood life
28

ବଲିଉଡ ଅଭିନେତା ଇଶାନ ଖଟ୍ଟର ଆଜି ନିଜର ୨୩ ତମ ଜନ୍ମଦିନ ପାଳନ   କରୁଛନ୍ତି । ବୁଧବାର ରାତିରେ ଜନ୍ମଦିନ ପାଳନ କରିବା ପାଇଁ ଇଶାନ ବାନ୍ଦ୍ରା ସ୍ଥିତ ଏକ ରେଷ୍ଟୁରାଣ୍ଟରେ ପହଁଚିଥିଲେ । ଇ ଶାନଙ୍କ ସହିତ ତାଙ୍କ ମା ନିଲିମା ଅଜୀମ, ଭାଇ  ସାହିଦ କପୁର ଏବଂ ଭାଉଜ ମିରା କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ପରିବାର ସଦସ୍ୟ ବ୍ୟତିତ ଜାହ୍ନବୀ କପୁର ମଧ୍ୟ ନଜର ଆସିଥିଲେ ।

ରେଷ୍ଟୁରାଣ୍ଟରେ ଡିନର କରିବା ପୂର୍ବରୁ  ଇଶାନ ମିଡିଆକୁ ପୋଜ ଦେଇଥିଲେ । ପରିବାର ଏବଂ ଜାହ୍ନବୀଙ୍କ ବ୍ୟତିତ ତାଙ୍କ ଫ୍ୟାନ୍ସ ମଧ୍ୟ ଜନ୍ମଦିନକୁ ସ୍ପେଶାଲ କରିବା ପାଇଁ କୌଣସି କମି ରଖିନାହାଁନ୍ତି ।

ଦେଖନ୍ତୁ ଫଟୋ ଏବଂ ଭିଡିଓ-

 

View this post on Instagram

 

Birthday boy❤ @ishaan95 @janhvikapoor @ishaan95 @shahidkapoor @mira.kapoor #mirakapoor #shahidkapoor #janhvikapoor #ishaankhatter

A post shared by Ishaan Khatter Team (@ishaankhatterteam) on

pic

 

View this post on Instagram

 

So cute??? @ishaan95 #ishaankhatter #neelimaazeem

A post shared by Ishaan Khatter Team (@ishaankhatterteam) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More