ବଲିଉଡରେ ସଲମାନ ଖାନ ଏପରି ଜଣେ କଳାକାର ଯାହାଙ୍କ ପରି ଷ୍ଟାରଡମ ପାଇବା ପାଇଁ ପ୍ରତ୍ୟେକ କଳାକାରଙ୍କ ମନରେ ରହିଥାଏ । କହିରଖୁଛୁ ଯେ, ସଲମାନ ଖାନ ଆଜି ୫୩ ବର୍ଷରେ ପଦାର୍ପଣ କରିଛନ୍ତି । ଜନ୍ମଦିନ ଅବସରରେ ସେ ନିଜ ଫାର୍ମହାଉସରେ ୨୬ ଡିସେମ୍ବର ରାତିରେ ଏକ ପାର୍ଟିର ଆୟୋଜନ କରିଥିଲେ । ସଲମାନଙ୍କ ଜନ୍ମଦିନ ପାର୍ଟିରେ ବଲିଉଡର ନାମୀଦାମୀ କଳାକାର ସାମିଲ ହୋଇଥିଲେ । ଅନୀଲ କପୁର, ସୋନୁ ସୁଡ, ଦିୟା ମିର୍ଜା, କୃତି ସେନନ, ଡିନେ ମୋରିଆ, ଅମୃତା ଅରୋରା ଏବଂ ମୋନି ରୟଙ୍କ ପରି କଳାକରାଙ୍କୁ ପାର୍ଟିରେ ଦେଖିବାକୁ ମିଳିଥିଲା ।
#HappyBirthdaySalmanKhan count start#WeloveYouSalmankhan
Fans crowds outside of Galaxy apartment Start jasan ?? #Tiger Ka BDay bash ? pic.twitter.com/hPK3CRJuH3— ??Happy Birthday Salman Bhai ?? (@TigerSK15) December 26, 2018
କହିରଖୁଛୁ ଯେ, ସଲମାନଙ୍କ ଜନ୍ମଦିନ ପାଇଁ ଅଧା ରାତ୍ରୀରେ ସଲମାନଙ୍କ ବାନ୍ଦ୍ରା ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାହାରେ ଅନେକ ଫ୍ୟାନ୍ସ ଭିଡ ଲଗାଇଥିଲେ । ଅସଲରେ ପ୍ରତ୍ୟେକ ବର୍ଷ ସଲମାନଙ୍କ ଜନ୍ମଦିନକୁ ତାଙ୍କ ଫ୍ୟାନ୍ସ ଏହି ପରି ସେଲିବ୍ରେଟ କରିଥାନ୍ତି । ଗ୍ୟାଲେକ୍ସି ସାମ୍ନାରେ ଭିଡ ଲଗାଇଥିବା ଫ୍ୟାନ୍ସଙ୍କ କିଛି ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସଲମାନଙ୍କ ପାଇ୍ଁ ଫ୍ୟାନ୍ସଙ୍କ ପାଗଳାମୀ ଦେଖିବାକୁ ମିଳିଛି । ସଲମାନ ଙ୍କ ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ସ ଉତ୍ସୁକତାର ସହିତ ଗ୍ୟାଲେକ୍ସି ସାମ୍ନାରେ ଭିଡ ଲଗାଇଥିଲେ ।
#HappyBirthdaySalmanKhan crowds out of Galaxy apartment ?? love you bhai … ??? pic.twitter.com/5YMoY2mgAY
— ??Happy Birthday Salman Bhai ?? (@TigerSK15) December 26, 2018
ସଲମାନଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଫିଲ୍ମ ଭାରତରେ ନ ଜର ଆସିବେ । ଫିଲ୍ମରେ ତାଙ୍କ ଅପୋଜିଟରେ କ୍ୟାଟ୍ରିନା କୈଫ ନଜର ଆସିବେ । ଫିଲ୍ମରେ ସଲମାନଙ୍କ ୫ଟି ଲୁକ ଦେକଖିବାକୁ ମିଳିବ ।