Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
25

ରବି ଓ ସୋମବାର: ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ମଙ୍ଗଳ ଓ ବୁଧବାର: ଅବସରର ଲାଭ ନିଅନ୍ତୁ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶନିବାର: ନୂଆ ଅନୁବନ୍ଧ ମିଳିବ।

ରବି ଓ ସୋମବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର: ପ୍ରେମ ବ୍ୟାପାର ଲାଗି ସମୟ ଭଲ। ଶନିବାର: କାର୍ଯ୍ୟଭାର ବଢ଼ିବ।

ରବି ଓ ସୋମବାର: ମନ ଖୁସି ରହିବ। ମଙ୍ଗଳ ଓ ବୁଧବାର: ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ନୂଆ ପ୍ରସ୍ତାବ ଓ କାର୍ଯ୍ୟ ପାଇବେ। ଶନିବାର: ଆର୍ଥିକ ମାମଲାରେ ସୁଧାର ହୋଇପାରେ।

IP

ରବି ଓ ସୋମବାର: ସଫଳତାର ପାହାଚ ଚଢ଼ିବେ। ମଙ୍ଗଳ ଓ ବୁଧବାର: ଅଫିସ୍‌ରେ କର୍ତ୍ତୃତ୍ଵ ବଢ଼ିବ। ଗୁରୁ ଓ ଶୁକ୍ରବାର: ମନରେ ନୂଆ ନୂଆ ବିଚାର ଆସିବ। ଶନିବାର: ସାହିତ୍ୟ ଆଦିରେ ରୁଚି ବଢ଼ିବ।

 

ରବି ଓ ସୋମବାର: ଧନର ଆଗମନ ହେବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଗିତିବିଧି ପରିବର୍ତ୍ତନ ହେବ। ଗୁରୁ ଓ ଶୁକ୍ରବାର: ନୂଆ କାମ ଶୁଭାରମ୍ଭ କରିବେ। ଶନିବାର: ଅଧୁରା କାମ ପୂରା ହେବ।

ରବି ଓ ସୋମବାର: କାମରେ ମନ ଲାଗିବ। ମଙ୍ଗଳ ଓ ବୁଧବାର: ରାଜନୀତିରେ ମହତ୍ତ୍ୱାକାଂକ୍ଷା ପୂରା ହେବ। ଗୁରୁ ଓ ଶୁକ୍ରବାର: ଅଧିକ ପରିଶ୍ରମ କରନ୍ତୁ ସଫଳତା ପାଇବେ। ଶନିବାର: ଉନ୍ନତିର ରାସ୍ତା ଖୋଲିବ।

 

ରବି ଓ ସୋମବାର: ଧାର୍ମିକ ଭାବନା ଉଜ୍ଜୀବିତ ହେବ। ମଙ୍ଗଳ ଓ ବୁଧବାର: କୌଣସି ସ୍ୱପ୍ନ ପୂରା ହେବ। ଗୁରୁ ଓ ଶୁକ୍ରବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଶନିବାର: ସମୟ ଖୁସି ଭରା ରହିବ।

 

ରବି ଓ ସୋମବାର: କାମ ପ୍ରତି ସଚେତନ ରହନ୍ତୁ। ମଙ୍ଗଳ ଓ ବୁଧବାର: ପ୍ରିୟଜନଙ୍କ ସହଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: ଆୟର ନୂଆ ସ୍ରୋତ ମିଳିପାରେ। ଶନିବାର: ଚାକିରିରେ ଦାୟିତ୍ଵ ବଢ଼ିବ।

 

ରବି ଓ ସୋମବାର: ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ। ମଙ୍ଗଳ ଓ ବୁଧବାର: ଆପଣଙ୍କୁ ବିଶେଷ କଥାର ସୂଚନା ମିଳିବ। ଗୁରୁ ଓ ଶୁକ୍ରବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ଶନିବାର: ମହତ୍ତ୍ଵାକାଂକ୍ଷାକୁ ବଳ ମିଳିବ।

 

ରବି ଓ ସୋମବାର: କାର୍ଯ୍ୟ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇପାରନ୍ତି। ମଙ୍ଗଳ ଓ ବୁଧବାର: ବ୍ୟବସାୟ ଲାଗି ଭଲ ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର ଖର୍ଚ୍ଚ ବଢ଼ିପାରେ। ଶନିବାର: ଜନସଂପର୍କ ବଢ଼ିବ।

 

ରବି ଓ ସୋମବାର: କଳାତ୍ମକ ବିଷୟରେ ରୁଚି ରହିବ। ମଙ୍ଗଳ ଓ ବୁଧବାର: ପ୍ରଗତି ପଥରେ ଅଗ୍ରସର ହେବେ। ଗୁରୁ ଓ ଶୁକ୍ରବାର: କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଶନିବାର: ଊର୍ଜାର ସ୍ତର ବଢ଼ିବ।

 

ରବି ଓ ସୋମବାର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ମଙ୍ଗଳ ଓ ବୁଧବାର: ନୂଆ ଊର୍ଜା ଅନୁଭବ କରିବେ। ଗୁରୁ ଓ ଶୁକ୍ରବାର: ମାନସମ୍ମାନ ଓ ଉପହାର ପାଇବେ। ଶନିବାର: କାରବାର ବୃଦ୍ଧି ହେବ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More