Only for Entertainment

ବିିବାହ ହୋଇପାରୁନଥିବା ପଛରେ ରହିଛି ଏହି ଖାସ କାରଣ ।

100

କେହି କେହି ବିବାହକୁ ନେି ଖୁବ ଚିନ୍ତିତ ହୋଇଥାନ୍ତି । କାରଣ ବହୁ ପ୍ରଚେଷ୍ଟା ପରେ ମଧ୍ୟ ବାହାଘର ବାରମ୍ବାର ଭାଙ୍ଗିଯାଏ ବା କୌଣସି ସ୍ଥାନରୁ ପ୍ରସ୍ତାବ ଆସେ ନାହିଁ । କୁହାଯାଏଯଦି କୌଣସି ରାସ୍ତା ଆପଣଙ୍କ ଘର ପାଖ ଲାଗି ଯାଇଥାଏ ତେବେ ଏହାକୁ ଅଶୁଭ ଧରାଯାଇଥାଏ ।

ଯଦି କେହି ବିବାହ ପାଇଁ ଦେଖିବାକୁ ଆସିଥାନ୍ତି ତେବେ ଏପରି ବସନ୍ତୁ ଯେପରି ଆପଣଙ୍କ ମୁହଁ ଉତ୍ତର ଦିଗକୁ ରହୁଥିବ ।

ବିବାହ ଯୋଗ୍ୟ ଯୁବକ-ଯୁବତୀଙ୍କ ରୁମ୍‌ର କାନ୍ଥରେ ସୁନ୍ଦର ଚିତ୍ର ଲଗାନ୍ତୁ । ହେଲେ ଧ୍ୟାନ ରଖନ୍ତୁ ଯେ କାନ୍ଦୁଥିବା ଶିଶୁ ଏବଂ ଅସ୍ତ ହେଉଥିବା ସୂର୍ଯ୍ୟର ଚିତ୍ର କେବେହେଲେ ବି ଲଗାନ୍ତୁନାହିଁ ।

ଯଦି ଆପଣ ପ୍ରେମ ବିବାହ କରିବାକୁ ସ୍ଥିର କରିଛନ୍ତି, ରାତିରେ ଖରାପ ସ୍ୱପ୍ନ ଏବଂ ବିଚାର ଆସୁଥାଏ ତେବେ ଶୋଇବାବେଳେ ତକିଆ ତଳେ ଛୁରୀ ଅଥବା କଇଁଚି ରଖନ୍ତୁ ।

ଘରର ମୁଖ୍ୟ ଦ୍ୱାରରେ ଦର୍ପଣ ଲଗାନ୍ତୁନାହିଁ । ଏହାଦ୍ୱାରା ବୈବାହିକ ଜୀବନରେ ଭଲ ଜୀବନ ସାଥୀଟିଏ ମିଳିବା ପୂର୍ବରୁ ହିଁ ଫେରିଯାଇଥାନ୍ତି ।

ବିବାହ ସମୟରେ ଅତିଥିମାନଙ୍କର ରହିବା ସ୍ଥାନ ସବୁବେଳେ ପଶ୍ଚିମ ଦିଗରେ ହେବା ଉଚିତ୍ ।

ଯଦି ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ କିଛି ଖୁଣ୍ଟ, ବୃକ୍ଷ ଓ ନାଳ ରହିଥାଏ ତେବେ ଏହା ଆପଣଙ୍କ କାର୍ଯ୍ୟରେ ବାଧା ଉପୁଜାଇପାରେ । ତେଣୁ ଏମିତି ସ୍ଥାନରୁ ଦୂରେଇ ରୁହନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More