Only for Entertainment

ରିସେପସନ ରେ ଚୁନରୀ ଚୁନରୀ ଗୀତରେ ନାଚିବାର ନଜର ଆସିଲେ ନିକ-ପ୍ରିୟଙ୍କା ଦେଖନ୍ତୁ ଭିଡ଼ିଓ ।

43

ମୁମ୍ବାଇ ରିସେପସନ ପାର୍ଟି ସାରି ନିକ ଏବଂ ପ୍ରିୟଙ୍କା ନ୍ୟୁୟର୍କ ଫେରିଯାଇଛନ୍ତି । ବିବାହ ଏବଂ ରିସେପସନ ର ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ତେବେ ନିକଟରେ ହୋଇଥିବା ରିସେପସନ ଫଟୋ ପରେ ଏବେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରିୟଙ୍କା ଏବଂ ନିକ ମୁମ୍ବାଇରେ ଫିଲ୍ମ ଦୁନିଆ ସାଥୀ ଙ୍କ ପାଇଁ ୨୦ଡିସେମ୍ବର ରେ ରିସେପସନ ରଖିଥିଲେ । ଏହି ପାର୍ଟିରେ ଫିଲ୍ମ ଦୁନିଆର ଅନେକ ବଡ଼ ବଡ଼ କଳାକାର ଯୋଗ ଦେଇଥିଲେ । ଏହି ପାର୍ଟିରେ ଏକ ଭିଡ଼ିଓ ଭାୟରାଲ ହେବାରେ ଲାଗିଛି, ଯେଉଁଥିରେ ପ୍ରିୟଙ୍କା, ତାଙ୍କ ମା, ନିକ ଜୋନସଙ୍କ ସହ ଆହୁରି ଅନେକ କଳାକାର ପ୍ରସିଦ୍ଧ ସଙ୍ଗ ଚୁନରୀ ଚୁନରୀ ଗୀତରେ ଡାନ୍ସ କରିଥିବା ନଜର ଆସିଛନ୍ତି । ଦେଖନ୍ତୁ ଭିଡ଼ିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More