Only for Entertainment

ବୋନି କପୁରଙ୍କ ଜନ୍ମଦିନରେ ଝିଅ ଜାହ୍ନବୀ ସେୟାର କଲେ ଇମୋସନାଲ ପୋଷ୍ଟ, କହିଲେ…

latestly
25

ବଲିଉଡ ପ୍ରଯୋଜକ ବୋନି କପୁର ଆଡି ନିଜର ୬୪ ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କର ଏହି ଖାସ ଜନ୍ମଦିନ ଅବସରରେ ଝିଅ ଜାହ୍ନବୀ କପୁର ସୋସିଆଲ ମିଡିଆରେ ଅନେକ ଥ୍ରୋ ବ୍ୟାକ ଫଟୋ ସେୟାର କରି ଲମ୍ବା ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି । ଅସଲରେ ଶ୍ରୀଦେବୀଙ୍କ ନିଧନ ପରେ ବୋନି କପୁର ଏବଂ ତାଙ୍କ ଦୁଇ ଝିଅଙ୍କ ମଧ୍ୟରେ ଥିବା ବଣ୍ଡ ଆହୁରି ମଜବୁତ ହୋଇଯାଇଛି । ଶ୍ରୀଦେବୀଙ୍କ ନିଧନ ପରେ ଏହା ବୋନି କପୁରଙ୍କ ଦ୍ୱିତୀୟ ଜନ୍ମଦିନ । ବୋନି କପୁରଙ୍କ ଜନ୍ମଦିନରେ ଜାହ୍ନବୀ ତାଙ୍କୁ ସପୋର୍ଟ କରି ଏକ ସ୍ପେଶାଲ ମେସେଜ ଲେଖିଛନ୍ତି ।

ଜାହ୍ନବୀ ପିତା ବୋନି କପୁରଙ୍କ ସହିତ ଅନେକ ପୁରୁଣା ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଦେଖନ୍ତୁ ପୋଷ୍ଟ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More