Only for Entertainment

ସାଙ୍ଗ ମାନଙ୍କ ସହିତ ଜନ୍ମଦିନ ପାଳନ କଲେ ଜେନିଫର ୱିଙ୍ଗେଟ, ଖାସ ହେଉଛି ଏହି ଫଟୋ ।

aajtak
32

ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟ ୩୦ ମଇକୁ ଜନ୍ମଦିନ ପାଳନ କରିଛନ୍ତି । ଅଭିନେତ୍ରୀ ତାଙ୍କ ବନ୍ଧୁ ମାନଙ୍କ ସହିତ ଜନ୍ମଦିନ ପାଳନ କରିଛନ୍ତି । ଜେନିଫର ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ କିଛି ଫଟୋ ଏବଂ ଭିଡ଼ିଓ ଶେୟାର କରିଛନ୍ତି ।

 

ଏକ ଭିଡ଼ିଓରେ ଜେନିଫର କେକ କାଟୁଥିବାର ନଜର ଆସିଛନ୍ତି । ଏହି ସମୟରେ ତାଙ୍କ ପୁରୁଣା କୋ-ଷ୍ଟାର ହର୍ଷଦ ଚୋପ୍ରା, ନମିତା ଦୁବେ, ସେହବାନ ଆଜମୀ,କରଣ ବାହୀ ଏବଂ ପୂଜା ଶର୍ମା ମଧ୍ୟ ନଜର ଆସିଛନ୍ତି ।

 

 

View this post on Instagram

 

//Ohk I love this?\\ . . #jenniferwinget1_arabfans #jenniferwinget #jenniferwinget1 #jenni #zoya #zoyasiddiqui #zoyalovers #sweet #angel #maya #mayaarjunsharma #mayaarjun #arya #arjun #beyhadh #beautiful #bepannaah #bepanah #beyhadh? #colorstv #sonytv #lovely #cute #cutesmile #smile #kumud #saraswatichandra #gorgeous #love #boss

A post shared by Jennifer Winget (@jenniferwinget_s.s) on


ଅଭିନେତ୍ରୀ ଇଂଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଏଥିରେ ସେ ସାଙ୍ଗ ମାନଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More