Only for Entertainment

ଶ୍ୱଶୁର ବୀରୁ ଦେବଗନଙ୍କ ଅନ୍ତିମ ସଂସ୍କାରରେ ଐଶ୍ୱର୍ଯ୍ୟାଙ୍କୁ ଧରି କାନ୍ଦିଲେ କାଜୋଲ, ଭାଇରାଲ ହେଲା ଭିଡିଓ

HungryBoo
58

ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଆକ୍ସନ ନିର୍ଦ୍ଦେଶକ ତଥା ଅଭିନେତା ଅଜୟ ଦେବଗନଙ୍କ ପିତା ବୀରୁ ଦେବଗନ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଅନ୍ତିମ ଦର୍ଶନ ପାଇଣ ପୂରା ବଲିଉଡ ଏକାଠି ହୋଇଥିଲା । ସଲମାନ, ଶାହରୁଖଙ୍କ ଠାରୁ ଆରମ୍ଭ କରି ଆମୀର, ଅଭିଷେକ ଏବଂ ଐଶ୍ୱର୍ଯ୍ୟା ମଧ୍ୟ ଉପସ୍ଥିତ ରହି ଅଜୟ ଦେବଗନଙ୍କ ପରିବାରରକୁ ଶାନ୍ତ୍ୱନା ଜଣାଇ ଥିଲେ ।

ଏହି ସମୟରେ ଐଶ୍ୱର୍ଯ୍ୟା ଏବଂ କାଜୋଲଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କାଜୋଲ ଶ୍ୱଶୁର ବୀରୁ ଦେଗଗନଙ୍କ ବିୟୋଗ ଦୁଃଖରେ ଐଶ୍ୱର୍ଯ୍ୟାଙ୍କୁ ଧରି କାନ୍ଦୁଥିବାର ନଜର ଆସିଛନ୍ତି । ଏବଂ ଐଶ ତାଙ୍କୁ ଧୌର୍ଯ୍ୟ ରଖିବା ପାଇଁ କହୁଛନ୍ତି ।

 

View this post on Instagram

 

The emotional moment #kajoldevgn and #aishwaryaraibachchan

A post shared by Viral Bhayani (@viralbhayani) on

କହିରଖୁଛୁ ଯେ, ବୀରୁ ଦେବଗନଙ୍କ ଅନ୍ତିମ ଯାତ୍ରା ଅଜୟଙ୍କ ଘରୁ ବାହାରିଥିଲା । ଅଜୟ ଦେବଗନଙ୍କ ସମେତ ତାଙ୍କ ପରିବାରର କିଛି ଖାସ ଲୋକ ବୂରଙ୍କୁ ମର ଶରୀରକୁ କାନେ୍ଧଇଥିଲେ । ତାଙ୍କର ଅନ୍ତିମ ସଂସ୍କାର ମୁମ୍ବାଇର ଭିଲେ ପାଲେ ଶ୍ମଶାନ ଘାଟରେ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More