Only for Entertainment

ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି କଙ୍ଗନା ରାଣାୱତଙ୍କ ସେମି ନ୍ୟୁଡ ଫଟୋ, କ’ଣ ରହିଛି ଏହା ପଛର କାରଣ…

bollywoodlife
55

କଙ୍ଗନା ରାଣାୱତ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନେଇ ଅନେକ ଆଶ୍ଚର୍ଯ୍ୟକର ବୟାନ ଦେଇଥାନ୍ତି । ନିକଟରେ କଙ୍ଗନା ଦାବି କରିଥିଲେ ଯେ, ଅନେକ ବର୍ଷ ପୂର୍ବେ ପହଲାଜ ନିହଲାନୀ ତାଙ୍କୁ ଏକ ସର୍ଟ ପର୍ଣ୍ଣ ଫିଲ୍ମର ଅଫର ଦେଇଥିଲେ । କଙ୍ଗନା ଇଣ୍ଟରଭ୍ୟୁରେ କହିଥିଲେ ଯେ, ନିହଲାନୀ ମୋତେ ଆଇ ଲଭ ୟୁ ବସ ନାମକ ଏକ ଫିଲ୍ମର ଅଫର ଦେଇଥିଲେ । ଯାହାର ଫଟୋସୁଟ ପାଇଁ ମୋତେ କେବଳ ଗୋଟିଏ କପଡା ଦିଆଯାଇଥିଲା ।

ଏହି ମାମଲା ପରେ ନିହଲାନୀ ମିଡିଆକୁ ଇଣ୍ଟରଭ୍ୟୁ ଦେଇ କହିଥିଲେ କଙ୍ଗନା ଯେଉଁ କଥାକୁ ଉଛାଳୁଛନ୍ତି ତାହାର ପ୍ରଚାର ପ୍ରସାର ପାଇଁ ଏକ କୋଟି ଖର୍ଚ୍ଚ ହୋଇଥିଲା । କଙ୍ଗନା ଏହାର ଫଟୋ ସୁଟ କରିବା ପରେ ଫିଲ୍ମ କରିବା ପାଇଁ ମନା କରିଦେଇଥିଲେ କରଣ ତାଙ୍କୁ ଅନୁରାଗ ବସୁଙ୍କ ଫିଲ୍ମ ଗ୍ୟାଙ୍ଗଷ୍ଟାର ମିଳିଯାଇଥିଲା ।

kangana-ranaut-1

ଏହି ମାମଲା ଥଣ୍ଡା ହେଉ ହେଉ ଏବେ କଙ୍ଗନାଙ୍କ ଏକ ସେମି ନ୍ୟୁଡ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ କଙ୍ଗନା ପହଲାଜଙ୍କ ଫିଲ୍ମ ପାଇଁ ହିଁ କରିଥିଲେ । କାରଣ ଫଟୋରେ ଫିଲ୍ମର ନାମ ଦେଖିବାକୁ ମିଳିଛି ।

ଏବେ ଏହି ଫଟୋ ସାମ୍ନାକୁ ଆସିବା ପରେ କ’ଣ ସବୁ ଘଟିବ ତାହା ଆଗାମୀ ଦିନରେ ଜଣା ପଡିବ । କିନ୍ତୁ ଏବେ କିଛି ସ୍ପଷ୍ଟ ହୋଇ ନାହିଁ ଯେ ଏହି ଫଟୋ ଫେକ୍ କି ରିଅଲ । ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଫିଲ୍ମ ପଙ୍ଗା ଏବଂ ମେଣ୍ଟାଲ ହେ କ୍ୟାରେ ନଜର ଆସିବେ । ମେଣ୍ଟାଲ ହେ କ୍ୟାରେ କଙ୍ଗନା ରାଜକୁମାର ରାବଓଙ୍କ ସହିତ ନଜର ଆସିବେ । ସେହିପରି ପଙ୍ଗାରେ କବାଡି ଖେଳାଳୀ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More