ଭଉଣୀ ସହିତ କପିଲ କଲେ ଏଭଳି ମଜାକ,ଭାଇରାଲ ହୋଇଗଲା ଭିଡ଼ିଓ ।
ମଜାକ କରି ସମସ୍ତଙ୍କୁ ହସାଉଥିବା କପିଲ ଶର୍ମା ନିଜ ଭଉଣୀଙ୍କୁ ମଧ୍ୟ ଛାଡ଼ିଲେ ନାହିଁ । ସେ ତାଙ୍କ ଭଉଣୀଙ୍କ ସହିତ ଏଭଳି ମଜାକ କଲେ ଯେ ତାହା ଭାଇରାଲ ହୋଇଗଲା । ସେହି ଭିଡ଼ିଓକୁ ଏପର୍ଯ୍ୟନ୍ତ ୧୩ ଲକ୍ଷ ଲୋକ ଦେଖି ସାରିଛନ୍ତି ।
View this post on Instagram
My sister couldn’t recognized me as I was imitating @ghuggigurpreet paji ????
ବାସ୍ତବରେ ପକିଲ ଫୋନରେ ତାଙ୍କ ଭଉଣୀ ପୂଜାଙ୍କ ସହିତ ପଂଜାବୀ ଆକ୍ଟର ଗୁରପ୍ରୀତ ଧୁଗି ହୋଇ କଥା ହେଲେ ଏବଂ ତାଙ୍କୁ ପଚାରିଲେ କ’ଣ ଆପଣ କପିଲ ଶର୍ମାଙ୍କ ଭଉଣୀ ।ସେ କହିଲେ ହଁ । କିନ୍ତୁ ସେ କପିଲ କଥା ହେଉଥିବା ଜାଣି ପାରିଲେ ନାହିଁ । ଏହାପରେ କପିଲ କହିଲେ କେମିତିକା ଭଉଣୀ ନିଜ ଭାଇର ଭଏସ ଜାଣି ପାରୁନାହଁ ।