Only for Entertainment

କପିଲଙ୍କ ରିସେପସନରେ ଏକାଠି ନଜର ଆସିଲେ ସମସ୍ତ କମେଡିଆନ !

23

କପିଲ ଶର୍ମା ସୋମବାର ଦିନ ନିଜ ବିବାହର ଗ୍ରାଣ୍ଡ ରିସେପସନ ରଖିଥିଲେ । ସେ ୧୨ଡିସେମ୍ବର ଜଲନ୍ଧରର ନିଜ ଗର୍ଲଫ୍ରେଣ୍ଡ ଗିନ୍ନିଙ୍କୁ ବିବାହ କରିଥିଲେ । ବିବାହ ରିସେପସନ ଖୁବ ଖାସ ହୋଇଥିଲା । ସେ ସମସ୍ତ କମେଡିଆନଙ୍କୁ ଏକାଠି କରିଥିଲେ ତାଙ୍କ ରିସେପସନ ପାର୍ଟିରେ । ସେ ଭାରତୀ ସିଂ ହୁଅନ୍ତୁ କି କ୍ରିଷ୍ଣା ଅଭିଶେକ । ଜନି ଲିବରଙ୍କ ଠାରୁ ଆରମ୍ଭ କରି ରାଜୁ ଶ୍ରୀବାସ୍ତବ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ରିସେପସନ ପାର୍ଟିରେ ସାମିଲ ହୋଇଥିଲେ ।

କୃଷ୍ଣା ଅଭିଶେକ ସମସ୍ତ ରାଗରୂଶା ଭୂଲି କପିଲଙ୍କ ରିସେପସନ ପାର୍ଟିରେ ପହଂଚିଥିଲେ ଏବଂ ଏପରିକି ସେ ଜଲନ୍ଧରରେ ମଧ୍ୟ କପିଲଙ୍କ ବିବାହ ଆଟେଂଡ କରିଥିଲେ ।

ରାଜୁ ଶ୍ରୀବାସ୍ତବ ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ ଏବଂ ଲୋକଙ୍କୁ ଖୁବ ଏଂଟରଟେନ କରିଥିଲେ ।

ଭାରତୀ ତାଙ୍କ ସ୍ୱାମୀ ହର୍ଷଙ୍କ ସହ ପହଂଚିଥିଲେ ।

କପିଲଙ୍କ ଶୋ’ରେ ନଜର ଆସୁଥିବା କମେଡିଆନ ଚନ୍ଦନ ପ୍ରଭାକର ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ଏହି ପାର୍ଟିରେ ପହଂଚିଥିଲେ ।

ଜନି ଲିବର ମଧ୍ୟ ଆସିଥିଲେ ଏହି ପାର୍ଟିରେ ।

କମେଡିଆନ ଏବଂ ଟିଭି ପ୍ରେଜେଂଟର ଅର୍ଚ୍ଚନା ପୂରନ ସିଂ ତାଙ୍କ ସ୍ୱାମୀ ପରମିତ ସେଠିଙ୍କ ସହ ପାର୍ଟିରେ ପହଂଚିଥିଲେ ।

କିକୁ ଶାରଦା ମଧ୍ୟ ଏହି ପାର୍ଟିରେ ପହଂଚିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More