Only for Entertainment

ଭଂସାଲୀଙ୍କ ସହ କାମ କରିବା ପାଇଁ ସର୍ତ୍ତ ରଖିଲେ କରୀନା !

BollywoodShaadis
41

ବଲିଉଡ୍‌ କୁଇନ୍‌ ତଥା ଅଭିନେତ୍ରୀ କରୀନା କପୁରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୁଅ ତୈମୁର ପାଇଁ ସେ ଯେଉଁ ନିଷ୍ପତ୍ତିି ନେଇଛନ୍ତି ତାହାକୁ ନେଇ ଏବେ ସେମାନଙ୍କୁ ଲୋକେ ‘ବେଷ୍ଟ ମମ୍‌’ ବୋଲି କହିବା ଆରମ୍ଭ କରିଛନ୍ତି । ଏ କଥା କହିବାର ଅଭିପ୍ରାୟ ଏହା ଯେ, ପୁଅ ତୈମୁର ପାଇଁ ସେ ନିକଟରେ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି ଯାହା ହୁଏତ ତାଙ୍କ ପରି ଜଣେ ସେଲିବ୍ରିଟି ନେବା ଏତେ ସହଜ ନୁହେଁ।

taimur

ରିପୋର୍ଟ ମୁତାବକ, ତାଙ୍କୁ ସଞ୍ଜୟ ଲୀଲା ଭଂଶାଲୀଙ୍କ ସହ କାମ କରିବା ନେଇ ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ଦେଇ ସେ କହିଥିଲେ- ‘‘ମୁଁ ଏବେ ସଞ୍ଜୟ ଲୀଲା ଭଂଶାଲୀଙ୍କ ସହ କାମ କରିବା ପାଇଁ ରାଜି । କିନ୍ତୁ ଗୋଟେ ସର୍ତ୍ତରେ । ତୈମୁରଙ୍କୁ ୧୦ବର୍ଷ ହେବା ପରେ ହିଁ ମୁଁ ଭଂଶାଲୀଙ୍କ ସହ କାମ ଆରମ୍ଭ କରିବି । ଏବେ ଆଦୌ ନୁହେଁ । ଏବେ ମୁଁ ତୈମୁରଙ୍କୁ ଏକା ଛାଡ଼ି ପାରିବି ନାହିଁ। ତାଙ୍କୁ ଏବେ ମୋର ଖୁବ୍‌ ଆବଶ୍ୟକତ ଅଛି। ତାଙ୍କୁ ଛାଡ଼ି ମୁଁ ବେଶିଦିନ ପର୍ଯ୍ୟନ୍ତ କୌଣସି ଫଲ୍ମ ଶୁଟିଂ କରି ପାରିବି ନାହିଁ।”

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More