Only for Entertainment

ପ୍ରମୋଶନରେ ନଜର ଆସିଲା କ୍ୟାଟ୍ରିନାଙ୍କ କିଲର ଅନ୍ଦାଜ ।

bollywood tadka
20

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ତାଙ୍କ ଲୁକକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ କ୍ୟାଟ୍ରିନା ଏବଂ ସଲମାନ ଫିଲ୍ମ ‘ଭାରତ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ମଧ୍ୟରେ ତାଙ୍କୁ ମୁମ୍ବାଇର ‘ଜୁହୁ’ ଠାରେ ସ୍ପଟ କରାଯାଇଛି । କ୍ୟାଟ୍ରିନା ସେଠାରେ ଫିଲ୍ମ ଭାରତର ପ୍ରମୋଶନ ପାଇଁ ପହଂଚିଥିଲେ ।

ଫଟୋରେ କ୍ୟାଟ୍ରିନା ଗ୍ଲାମରସ ଅନ୍ଦାଜରେ ନଜର ଆସିଛନ୍ତି । ଏହି ଖାସ ଇଭେଂଟରେ ସେ ନୂଆ ଏବଂ ଭିନ୍ନ ଲୁକରେ ନଜର ଆସିଛନ୍ତି । ଫଟୋରେ କ୍ୟାଟ୍ରିନା ବ୍ଲୁ ରଙ୍ଗର ଆଉଟଫିଟରେ ନଜର ଆସିଛନ୍ତି ।

କାରରୁ ଓହ୍ଲାଇବା ମାତ୍ରେ କ୍ୟାମେରାକୁ ଖୁବ ସାରା ପୋଜ ଦେଲେ ଅଭିନେତ୍ରୀ ।

କହିରଖୁଛୁଯେ ସୌନ୍ଦର୍ଯ୍ୟ ଏବଂ ହଟନେଓ ମାମଲାରେ କ୍ୟାଟ୍ରିନା କାହା ଠାରୁ ମଧ୍ୟ କମ ନୁହଁନ୍ତି । ପ୍ରତିଥର ତାଙ୍କ ହଟ ଫଟୋସୁଟ ଏହାର ପ୍ରମାଣ ଦେଇଥାଏ । କ୍ୟାଟ୍ରିନା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ଏବଂ ଅଧିକାଂଶ ସମୟରେ ସେ ତାଙ୍କର ଫଟୋ ଅପଲୋଡ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More