Only for Entertainment

ଏହି ଦିନ ଆରମ୍ଭ ହେବ କେବିସି, ଭିନ୍ନ ଅନ୍ଦାଜରେ ନଜର ଆସିବେ ଅମିତାଭ

hindirush
39

ଶେଷ ହେବାକୁ ଯାଉଛି ଆପଣଙ୍କ ଅପେକ୍ଷା । ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡ଼ପତି’ ସିଜନ ୧୧ ରାତି ୯ଟାରେ ଅଗଷ୍ଟ ୧୯ରୁ ଆରମ୍ଭ ହେବାକୁ ଯାଉଛି । ଏହାର ସୂଚନା ନିଜେ ସୋନି ଟିଭି ତାଙ୍କ ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଂଟରେ ଦେଇଛନ୍ତି । ରିଲିଜ ହୋଇଥିବା ପ୍ରମୋରେ ଅମିତାଭ ବଚ୍ଚନଙ୍କ ବା ଶୋ’ର ହୋଷ୍ଟଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି ।

 

 

View this post on Instagram

 

Mark your calendars: 19th August, 9 PM, #KBC with @amitabhbachchan . See you there!

A post shared by Sony Entertainment Television (@sonytvofficial) on

ଭିଡ଼ିଓରେ ପ୍ରଥମେ ଦେଖିବାକୁ ମିଳିଛିଯେ ଅମିତାଭ କହୁଛନ୍ତି ସୋନି ଟିଭି କିଛି ନୂଆ କରିଛି । ଯଦି ସେଟ୍ ଏତେ ଷ୍ଟାଇଲିସ ହୋଇଛି ତେବେ ମୋର ଲୁକ ମଧ୍ୟ କିଛି ଷ୍ଟାଇଲିସ ହେବା ଉଚିତ । ଏହାପରେ ବିଗ ବି ସମୟ ଏବଂ ତାରିଖ ବିଷୟରେ କହୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More