Only for Entertainment

ସୋସିଆଲ ମିଡିଆରେ ଭାଇରାଲ ହେଲା ଖୁସି କପୂରଙ୍କ ବୋଲ୍ଡ ଲୁକ !

instagram
36

ଜାହ୍ନବୀ କପୂରଙ୍କ ଭଉଣୀ ଖୁସି କପୂରଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଥିବା ନଜର ଆସିଛି । ଭାଇରାଲ ହେଉଥିବା ଫଟୋରେ ଖୁସି ବୋଲ୍ଡ ଲୁକରେ ନଜର ଆସିଛନ୍ତି । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ବଡ ଭଉଣୀ ଜାହ୍ନବୀଙ୍କ ଭଳି ସାନ ଭଉଣୀ ଖୁସି ମଧ୍ୟ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । କିଛି ଦିନ ପୂର୍ବେ ଦୁହେଁ ମୁକେଶ ଅମ୍ବାନୀଙ୍କ ଝିଅ ବିବାହ ଲାଗି ଇଟାଲୀ ଯାଇଥିଲେ । ସେଠାକାର କିଛି ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।


ଏହି ଫଟୋ ଖୁସି ବୋଲ୍ଡ ଲୁକରେ ନଜର ଆସିଥିବା ବେଳେ ଫଟୋରେ ମଧ୍ୟ ସୁନ୍ଦର ପୋଜ ଦେଇଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଇଟାଲୀରେ ଈଶା ଅମ୍ବାନୀଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମ ୩ଦିନ ଧରି ହୋଇଥିଲା । ଖୁସି ଏହି ଡ୍ରେସ କୌଣସି ଦିନର ଫଙ୍କସନରେ ପିନ୍ଧିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More