Only for Entertainment

ଶିଶୁଙ୍କ କ୍ୟାନସର ବିଷୟରେ ଲୋକଙ୍କୁ ଅବଗତ କରାଇଲେ ଏହି ଓଲିଉଡ ନାୟକ ।

youtube
0 47

କ୍ୟାନସର ବିଷୟରେ ଲୋକମାନଙ୍କ ମନରେ ଥିବା ଭ୍ରମକୁ ଅବଗତ କରାଇଲେ ଓଲିଉଡର ଏହି ନାୟକ । କ୍ୟାନସରକୁ ଡରି ନଯାଇ ନିର୍ଭୟର ସହ ସାମ୍ନା କରିବାକୁ ଏହି ଭିଡିଓ ଜରିଆରେ ଲୋକଙ୍କୁ ଜଣାଇଲେ । ଏଠାରେ ଶିଶୁଙ୍କୁ ହେଉଥିବା କ୍ୟାନସରକୁ କିଭଳି ଭାବେ ଭୟ ନ କରି ଦୃଢତାର ସହ ସାମ୍ନା କରି ହେବ ଏବଂ ଶିଶୁଙ୍କିୁ ହେଉଥିବା କ୍ୟାନସର କ୍ୟୁରେବଲ ବୋଲି କହିଛନ୍ତି ।

ସେ କହିଛନ୍ତି ଯେ ଶିଶୁଙ୍କୁ ହୋଇଥିବା କ୍ୟାନସରର ଚିକିତ୍ସା ଦ୍ୱାରା ସୁସ୍ଥ ହେବା ସମ୍ଭବ ହୋଇଥାଏ । ଏଥିରେ ଭୟ ନକରି ଏହାକୁ ଦୃଢତାର ସହ ସାମ୍ନା କଲେ ସବୁକିଛି ସମ୍ଭବପର ହୋଇପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More