Only for Entertainment

କୃତି ସାନନଙ୍କ ସିଜଲିଙ୍ଗ ଫଟୋସୁଟ, ଫଟୋରେ ଦେଖନ୍ତୁ କିଲର ଲୁକ ।

38

ବଲିଉଡ ଅଭିନେତ୍ରୀ କୃତି ସାନନ ଅଧିକାଂଶ ସମୟରେ ଫଟୋକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ କୃତିଙ୍କ କିଛି ଫଟୋ ସୋସିଆଲ ସାଇଟରେ ଭାଇରାଲ ହେଉଛି । ଏହା ଏଫଏମଏଚ ମାଗାଜିନର ଫଟୋସୁଟ । ଫଟୋରେ କୃତିଙ୍କ କିଲର ଲୁକ ନଜର ଆସିଛି ।

ଧଳା ରଙ୍ଗର ଡ୍ରେସରେ ଖୁବ ବୋଲ୍ଡ ନଜର ଆସିଛନ୍ତି ଏହି ବଲିଉଡ ଅଭିନେତ୍ରୀ । ଭାଇରାଲ ହେଉଥିବା କୃତିଙ୍କ ଏହି ଫଟୋକୁ ଫ୍ୟାନ୍ସ ମଧ୍ୟ ଖୁବ ପ୍ରଶଂସା କରୁଛନ୍ତି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ କୃତି ଖୁବଶୀଘ୍ର ଅର୍ଜୁନ ପଟିୟାଲା, ହାଉସଫୁଲ ୪ ଏବଂ ପାନୀପତରେ ନଜର ଆସିବେ । କହିରଖୁଛୁ କୃତି ଫିଲ୍ମ ‘ହିରୋପନ୍ତୀ’ରୁ କ୍ୟାରିଅର ଆରମ୍ଭ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More