Only for Entertainment

ବିବାହ ମଣ୍ଡପରେ ହେବ ଟ୍ୱିଷ୍ଟ, ଭାଙ୍ଗିପଡିବେ ଅନୁରାଗ !

40

ଏରିକା ଫର୍ଣ୍ଣାଡିଜ ଏବଂ ପାର୍ଥ ସମଥାନ ଷ୍ଟାରର ସିରିଅଲ କସୌଟି ଜିନ୍ଦେଗୀ କେ’ରେ ଏବେ ଏବେ ଖୁବ ଜବରଦସ୍ତ ଟ୍ୱିଟ ଦେଖିବାକୁ ମିଳିଛି । ଗୋଟେ ପଟେ ମିଷ୍ଟର ବଜାଜ ଅନୁରାଗ ଜୀବନକୁ ବରବାଦ କରିବାରେ ଲାଗିପଡିଛନ୍ତି ଏବଂ ସେହିଭଳି ମୋହିନୀ ଅନୁରାଗ ସହ ପ୍ରେରଣାକୁ ଦେଖିବାକୁ ଚାହୁଁନାହାନ୍ତି । ସେ ଯାହା ହେଉ ଅନୁରାଗ ଏବଂ ପ୍ରେରଣା ଦୁହେଁ ଦୁହିଁଙ୍କ ସହ ସବୁବେଳେ ରହିବେ ବୋଲି ପ୍ରତିଜ୍ଞା କରିଛନ୍ତି । ମାତ୍ର ଏସବୁ ଭିତରେ ସିରିୟଲର ଧମାକାଦାର ପ୍ରମୋ ହାତରେ ଲାଗିଛି । ଯାହା ଦେଖି ଦର୍ଶକଙ୍କୁ ଜବରଦସ୍ତ ଝଟକା ଲାଗିପାରେ ।

ସାମ୍ନାକୁ ଆସିଥିବା ଏହି ପ୍ରମୋରେ ମିଷ୍ଟର ବଜାଜ ଅନୁରାଗଙ୍କୁ ଚାଲେଂଜ କରୁଥିବାର ନଜର ଆସିଛନ୍ତି । ସେହିଭଳି ଅନୁରାଗ ଏହି କାରଣରୁ ମଜଭୂତ ଅଛନ୍ତି ଯେ କିଛି ବି ହେଇଯାଉ ପ୍ରେରଣା କେବେ ତାଙ୍କ ସାଥ ଛାଡିବେନି । ମାତ୍ର ହେଉଛି କିଛି ଭିନ୍ନ ଦେଖନ୍ତୁ ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More