Only for Entertainment

ଚର୍ଚ୍ଚାରେ ରଣବୀର ସିଂଙ୍କ ଅନ୍ତରଙ୍ଗୀ ଡ୍ରେସ,ସାମ୍ନାକୁ ଆସିଲା ମେକିଂ ଭିଡ଼ିଓ ।

aajtak
38

ରଣବୀର ଏବଂ ଦୀପିକାଙ୍କ ବିବାହରେ ପରେ ଶନିବାରକୁ ମୁମ୍ବାଇରେ ଏକ କକଟେଲ ପାର୍ଟି ରଖାଯାଇଥିଲା । ଏହି ପାର୍ଟିକୁ ରଣବୀରଙ୍କ ଭଉଣୀ ରିତିକା ଭବନାନୀ ହୋଷ୍ଟ କରିଥିଲେ । ଏହି ପାର୍ଟିରେ ରଣବୀର ଏବଂ ଦୀପିକାଙ୍କ ଖାସ ଲୁକ ନଜର ଆସିଥିଲା ।ବିଶେଷ କରି ପାର୍ଟିରେ ଦୀପିକାଙ୍କ ଲେହେଙ୍ଗା ଏବଂ ରଣବୀରଙ୍କ ଡ୍ରେସ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ରଣବୀର ଏହି ଲୁକରେ ଖୁବ ଚାର୍ମିଂ ଲାଗୁଥିଲେ ।ରଣବୀର ପିନ୍ଧିଥିବା ଅନ୍ତରଙ୍ଗୀ ଡ୍ରେସକୁ ମନୀଷ ଅରୋରା ଡିଜାଇନ କରିଥିଲେ ।ଦୁଇ ଜଣ ଖୁବ ଭଲ ସାଙ୍ଗ । ମନୀଷ ରଣବୀରଙ୍କ ଆଉଟଫିଟର ମେକିଂ ଭିଡ଼ିଓ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଭିଡ଼ିଓ ଶେୟାର କରି ମନୀଷ ତାଙ୍କ ବନ୍ଧୁ ପାଇଁ ଏକ ଖାସ ମେସେଜ ଲେଖିଛନ୍ତି ।ଯେଉଁଥିରେ ଲେଖାଅଛିଯେ ବନ୍ଧୁ ପାଇଁ ଡ୍ରେସ ପ୍ରସ୍ତୁତ କରି ସେ ଖୁବ ଖୁସି ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More