Only for Entertainment

ଅରିଜିତଙ୍କ କଂଠରେ ରିଲିଜ ହେଲା ‘ମଲଙ୍ଗ’ର ଗୀତ, ନଜର ଆସିଲା ଆଦିତ୍ୟ ରୟ କପୂର ଓ ଦିଶାଙ୍କ ରୋମାନ୍ସ

36

କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା ଫିଲ୍ମ ‘ମଲଙ୍ଗ’ର ଟ୍ରେଲର । ଏଥିରେ ଲୋକଙ୍କୁ ମିକ୍ସ ରିଆକ୍ସନ ମିଳିଥିଲା । ଏବେ ନିର୍ମାତା ଏହାର ନୂଆ ଗୀତ ରିଲିଜ କରିଛନ୍ତି । ଗୀତର ଟାଇଟଲ ରହିଛି ‘ଚଲ ଘର ଚଲେଁ’ ।

 


ଗୀତରେ ଆଦିତ୍ୟ ରୟ କପୂର ଏବଂ ଦିଶା ପାଟନୀଙ୍କ ରୋମାନ୍ସ ନଜର ଆସିଥିବା ବେଳେ ଜନ ଆବ୍ରାହିମଙ୍କ ସହିତ ଏକ ମିଷ୍ଟ୍ରି ନଜର ଆସିଛି । ତେବେ ଫିଲ୍ମଯେ ଉଭୟ ଇମୋଶନ ଏବଂ ଆକ୍ସନକୁ ନେଇ ନିର୍ମାଣ ହୋଇଛି ଏହା ଗୀତ ଦେଖିବା ପରେ ଜଣା ପଡ଼ୁଛି ।

ସବୁଠାରୁ ଖାସ କଥା ହେଉଛି ଏହି ଗୀତକୁ ଗାଇଛନ୍ତି ଅରିଜିତ ସିଂ । ସ୍ୟାଡ ହେଉ ବା ହାପି ସଙ୍ଗ ଅରିଜିତଙ୍କ କଂଠରେ ଗୀତ କିଛି ନିଆରା ହୋଇଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More