Only for Entertainment

ଏହି ପ୍ରସିଦ୍ଧ ଆକ୍ଟରଙ୍କ ସହିତ ବଲିଉଡରେ ଡେବ୍ୟୁ କରିପାରନ୍ତି ପୂର୍ବ ମିସ ୱାର୍ଲଡ ମାନୁଷୀ ଛିଲ୍ଲର ।

amarujala
34

କୌଣସି ବିୟୁଟି କ୍ରାଉନ ଜିତିବା ପରେ ବଲିଉଡରେ ପ୍ରବେଶ କରିବା ପାଇଁ ସହଜ ହୋଇଯାଏ । ଯେପରି ସୁଷ୍ମିତା ସେନ ଏବଂ ପ୍ରିୟଙ୍କା ଚୋପ୍ରା । ବର୍ତ୍ତମାନର ଖବର ଅନୁସାରେ ଏହି ଟ୍ରେଣ୍ଡରେ ଯୋଡ଼ି ହୋଇପାରନ୍ତି ପୂର୍ବ ମିସ ୱାର୍ଲଡ ମାନୁଷୀ ଛିଲ୍ଲର ।

କୁହାଯାଉଛି ମାନୁଷୀ ବଲିଉଡରେ କ୍ୟାରିଅର କରିବାକୁ ଯାଉଛନ୍ତି । ସୂଚନା ଅନୁସାରେ ମାନୁଷୀ ବଲିଉଡର ପ୍ରସିଦ୍ଧ କଳାକାର ରଣବୀର ସିଂଙ୍କ ସହିତ ଡେବ୍ୟୁ କରିପାରନ୍ତି । କୁହାଯାଉଛି ମାନୁଷୀ ଏକ ବଡ଼ ପ୍ରକଳ୍ପରେ କାମ କରିବାକୁ ଯାଉଛନ୍ତି । କିନ୍ତୁ ଏହାକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ତେବେ ଜାଣିବା ପାଇଁ କହିରଖୁଛୁଯେ ଏହା ପୂର୍ବରୁ ମାନୁଷୀ ଏବଂ ରଣବୀର ଏକ ବିଜ୍ଞାପନରେ ନଜର ଆସି ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More