କାହାଣୀ ଖୋଲିଲା ‘ନାଗିନ ୪’ ର ପ୍ରମୋ ଭିଡ଼ିଓ, ନଜର ଆସିଲା ପ୍ରେମ ଓ ପ୍ରତିଶୋଧରେ ଛଲକ୍
ଏକତା କପୂରଙ୍କ ଶୋ ‘ନାଗିନ ୪’ ରେ ନିଆ ଶର୍ମା ଏବଂ ଜସ୍ମୀନ ଭସୀନ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ସାମ୍ନାକୁ ଆସିଥିବା ଭିଡ଼ିଓରେ କିଛି କାହାଣୀ ସାମ୍ନାକୁ ଆସିଛି । କିନ୍ତୁ ନିଆ ଶର୍ମାଙ୍କ ଚରିତ୍ର କ’ଣ ହେବ ତାହାକୁ ଏପର୍ଯ୍ୟନ୍ତ ସସପେନ୍ସରେ ରଖାଯାଇଛି ।
Pyaar aur badle ki yeh kahani kaunsa mod legi? Dekhiye #Naagin: Bhagya Ka Zehreela Khel mein, 14th December se Sat-Sun raat 8 baje. Nia Sharma Jasmin Bhasin #VijayendraKumeria
Posted by COLORS TV on Tuesday, 10 December 2019
ପ୍ରୋମୋର ଆରମ୍ଭ ଏକ ବିବାହରୁ ହୋଇଛି । ଏହାପରେ ସାମ୍ନାକୁ ଆସିଛି ଇଛାଧାରୀ ନାଗିନର କାହାଣୀ । କଥା ସେତେବେଳେ ଜୋର ଧରିଛି ଯେତେବେଳେ ଇଛାଧାରୀ ନାଗିନ ମନୁଷ୍ୟକୁ ବିବାହ କରିବାକୁ ମନ ବଳାଇଛି । ଏହିଭଳି ଭାବରେ ପ୍ରତିଶୋଧର ନିଆଁରେ ନାଗିନର ବିଷାକ୍ତ କାହାଣୀ ଦେଖିବାକୁ ମିଳିଛି ।