Only for Entertainment

ପ୍ରସିଦ୍ଧ ଫଟୋଗ୍ରାଫରଙ୍କ ବିବାହକୁ ଯାଇ ନେହା ଶେୟାର କଲେ ମ୍ୟାରେଡ ଲୁକ

bollywood tadka
35

ଗାୟିକା ନେହା କକ୍କର ତାଙ୍କର ଜବରଦସ୍ତ କଂଠ ସ୍ୱର ପାଇଁ ବେଶ୍ ଜଣାଶୁଣା । ତାଙ୍କର ଏହି ମଧୁର ସ୍ୱର କମ ଦିନରେ ତାଙ୍କୁ ଲୋକଙ୍କ ହୃଦୟରେ ରାଜ୍ କରାଇଛି । କେବଳ ଗୀତ ନୁହେଁ ବରଂ ପ୍ରିନ୍ସେସ ଲୁକରେ ମଧ୍ୟ ସେ କାହାକୁ ବି ଦିୱାନା କରି ଦିଅନ୍ତି । ସୋସିଆଲ ମିଡିଆରେ ନେହାଙ୍କର ପ୍ରତ୍ୟେକଟି ଅନ୍ଦାଜକୁ ଖୁବ ପସନ୍ଦ କରାଯାଏ । ନେହା ମଦ୍ୟ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ନିକଟରେ ସେ ଇଂଷ୍ଟାଗ୍ରାମରେ କିଛି ଗ୍ଲାମରସ ଫଟୋ ଶେୟାର କରିଛନ୍ତି, ଯାହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ।

ବାସ୍ତବରେ ନେହା ପ୍ରସିଦ୍ଧ ଫଟୋଗ୍ରାଫର ଦୀପିକା ଶର୍ମାଙ୍କ ବିବାହରେ ପହଂଚିଥିଲେ । ସେଠାକୁ ନେହା ଖୁବ ସଜେଇ ହୋଇ ଯାଇଥିଲେ ଏବଂ ଯଥେଷ୍ଟ ସୁନ୍ଦର ମଧ୍ୟ ଲାଗୁଥିଲେ । ଫଟୋ ଶେୟାର କରି ନେହା ଲେଖିଛନ୍ତ. ‘ମେରା ଶାଦିୱାଲା ଲୁକ’ । ଫଟୋ ଶେୟାର ହେବାମାତ୍ରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More