Only for Entertainment

ନିକ-ୟଙ୍କାଙ୍କ ବିବାହରେ ପହଂଚିଲେ ଶାଶୂ-ଶ୍ୱଶୁର !

35

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କ ବିବାହକୁ ନେଇ ଯୋଧପୁରର ଉମୈଦ ଭବନ ପ୍ରସ୍ତୁତି ଚାଲିଛି । ଦୁହେଁ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି ଏବଂ ବିବାହରେ ଧୀରେ ଧୀରେ ସବୁଆଡୁ ଗେଷ୍ଟ ଆସିବା ଆରମ୍ଭ ହୋଇଗଲାଣି । ଏହି ବିବାହର ସବୁଠାରୁ ସ୍ପେଶାଲ ଗେଷ୍ଟ ଅର୍ଥାତ ନିକଙ୍କ ବାପା ମା’ ମଧ୍ୟ ଯୋଧପୁରରେ ପହଂଚି ସାରିଲେଣି ।

ଆଜି ସକାଳେ ନିକ ଏବଂ ପ୍ରିୟଙ୍କା ନିଜ ଘରର ସମସ୍ତ ସଦସ୍ୟଙ୍କ ସହ ମୁମ୍ବାଇରୁ ଯୋଧପୁରରେ ପହଂଚିଥିଲେ । ଗତ ରାତିରେ ନିକଙ୍କ ବଡ ଭାି କେବିନ ଜୋନସ ଭାରତରେ ପହଂଚି ଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ନିକ ୨ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ମେହେନ୍ଦି, ସଙ୍ଗୀତ ସେରେମନି ପାଇଁ ପ୍ରସ୍ତୁତି ଚାଲିଛି, ଯେଉଁଥିରେ ଘର ଲୋକ ସାମିଲ ହେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More