Only for Entertainment

ୱେଷ୍ଟର୍ଣ୍ଣ ଲୁକ, ଗଳାରେ ମଙ୍ଗଳସୂତ୍ର : ଚର୍ଚ୍ଚାରେ ନିକଙ୍କ ପତ୍ନୀ ପ୍ରିୟଙ୍କା ।

aajtak
70

ପ୍ରିୟଙ୍କା ଏବେ ମୁମ୍ବାଇ ଆସିଛନ୍ତି । ନିକଟରେ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି । କାଜୁଆଲ ଲୁକରେ ସୁନ୍ଦରୀ ପ୍ରିୟଙ୍କା ଅଧିକ ସୁନ୍ଦର ଦେଖା ଯାଉଥିଲେ, କିନ୍ତୁ ଏହା ସହିତ ତାଙ୍କ ସୌନ୍ଦର୍ଯ୍ୟକୁ ବଢାଇଥିଲା ତାଙ୍କ ଗଳାର ମଙ୍ଗଳସୂତ୍ର । ଆଜ୍ଞା ହଁ ହୁଏତ କେହି କେହି ଏହାକୁ ଶୁଣିବା ପରେ ଆଶ୍ଚର୍ଯ୍ୟ ହେଉଥିବେ । ତେବେ ଆଶ୍ଚର୍ଯ୍ୟ ହେବା କଥା ନୁହେଁ, କାରଣ ବିବାହ ପରେ ପରେ ପ୍ରିୟଙ୍କାଙ୍କୁ ପୂରା ଦେଶୀ ଅବତାରରେ ଦେଖିବାକୁ ମିଳିଥିଲା । ତେଣୁ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଆମେ ତାଙ୍କୁ ଦେଶୀ ଲୁକରେ ଦେଖିଛୁ ।

ବାସ୍ତବରେ ପ୍ରିୟଙ୍କା କାଜୁଆଲ ଲୁକ ସହିତ ଗଳାରେ ମଙ୍ଗଳସୂତ୍ର ପିନ୍ଧିଛନ୍ତି । ସବୁଠାରୁ ଖାସ କଥା ହେଉଛି ବିଦେଶରେ ରହି ମଧ୍ୟ ନିଜ ଦେଶର ଚାଲିଚଳଣିକୁ ଭୁଲି ନାହାଁନ୍ତି ପିଗି ଚପ୍ସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More