Only for Entertainment

୭୭ ବର୍ଷରେ ପ୍ରଯୋଜକ ଶୀତଲ ଜୈନଙ୍କ ମୃତ୍ୟୁ ।

bollywood tadka
22

ବଲିଉଡ ଆକ୍ଟର ଅମିତାଭ ବଚ୍ଚନଙ୍କ ସେକ୍ରେଟାରୀ ରହିଥିବା ଶୀତଲ ଜୈନ ୭୭ ବର୍ଷରେ ଶରୀର ତ୍ୟାଗ କରିଛନ୍ତି । ଶୀତଲ ୩୫ ବର୍ଷ ଧରି ଅମିତାଭ ବଚ୍ଚନଙ୍କ ସେକ୍ରେଟାରୀ ଭାବରେ ରହିଥିଲେ । କୁହାଯାଏ ବିଗ ବି ଫିଲ୍ମ କ୍ୟାରିଅର ଆରମ୍ଭ କରିବା ଦିନରୁ ଶୀତଲ ତାଙ୍କ ସହିତ ଅଛନ୍ତି । ଶିତଲଙ୍କ ମୃତ୍ୟୁରେ ବଲିଉଡ ଷ୍ଟାର ଦୁଃଖ ବ୍ୟକ୍ତ କରିଛନ୍ତି ।

ଟ୍ରେଣ୍ଡ ଆନାଲିଷ୍ଟ କୋମଲ ମେହଟା ଏହି ଖବର ସୋସିଆଲ ମିଡିଆରେ ଜଣାଇଛନ୍ତି । ଅନୁପମ ଖେର, ସୁଭାଷ ଘଇ ଏବଂ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ଆଦି ଏହି ଖବରରେ ଦୁଃଖ ଜଣାଇଛନ୍ତି । ତେବେ ଶୀତଲ ସ୍ୱଭାବରେ ଖୁବ ଶାନ୍ତ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More