Only for Entertainment

ଦୀପିକା ପାଦୁକୋନଙ୍କ ପରାମର୍ଶ ଦାତା ଭାବେ କାମ କରିବାକୁ ଚାହାଁନ୍ତି ଯୋଗ ଗୁରୁ ବାବା ରାମଦେବ?

52

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଦିଲ୍ଲୀ ସ୍ଥିତ ଜୱାହରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ଭିଜିଟ କରିବା ପରେ ତାଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । କେତେକ ରାଜନେତା ତାଙ୍କୁ ଟାର୍ଗେଟ କରିଛନ୍ତି ତ କିଛି ସୋସିଆଲ ମିଡିଆ ବ୍ୟବହାରକରୀ ତାଙ୍କୁ କଡ଼ା କଥା କହୁଛନ୍ତି । ଲାଇଭ ହିନ୍ଦୁସ୍ତାନର ରିପୋର୍ଟ ଅନୁସାରେ ଯୋଗ ଗୁରୁ ରାମଦେବ ସୋମବାରକୁ ଦୀପିକାଙ୍କୁ ପରାମର୍ଶଦାତା ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।

 

 

View this post on Instagram

 

#Chhapaak grab your tickets NOW!🎟🎟🎟🎟🎟🎟🎟🎟🎟🎟🎟🎟🎟🎟🎟🎟🎟🎟(link in bio!)

A post shared by Malti (@deepikapadukone) on


ରାମଦେବ କହିଛନ୍ତିଯେ ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ଘଟଣାର ଠିକ ଭୁଲ ପରଖିବା ପାଇଁ ଦୀପିକାଙ୍କୁ ମୋ ଭଳି ଏକ ପରାମର୍ଶଦାତା ରଖିବା ଉଚିତ । ଏହା ସହିତ ସେ କହିଛନ୍ତିଯେ ଦୀପିକା ଅଭିନୟ କ୍ଷେତ୍ରରେ ଖୁବ ଭଲ କିନ୍ତୁ ଦେଶର ଅନ୍ୟ ସମସ୍ତ ବିଷୟରେ ପଢିବା ଉଚିତ୍ । ଏହାପରେ ବୁଝି ବିଚାରି ନିର୍ଣ୍ଣୟ କରିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More